ସୁସ୍ଥ ହେଲେ ୧୫୫୦

0 523

ଭୁବନେଶ୍ୱର,୧୬/୮ (ଏସ ଏସ ନିୟୁଜ ) ଆଜି ୧୫୫୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।ସେମାନଙ୍କ ମଧ୍ୟରେ ଗଞ୍ଜାମରୁ ୩୫୫, ଖୋର୍ଦ୍ଧାରୁ ୨୪୧, ସୁନ୍ଦରଗଡ଼ରୁ ୧୧୮, କଟକରୁ ୯୯, ସମ୍ବଲପୁରରୁ ୮୯, ଢେଙ୍କାନାଳରୁ ୭୨, ମାଲକାନଗିରିରୁ ୬୪, ବାଲେଶ୍ୱରରୁ ୬୩, କନ୍ଧମାଳରୁ ୬୨, ପୁରୀରୁ ୫୯, କୋରାପୁଟରୁ ୪୧, ମୟୂରଭଞ୍ଜରୁ ୩୯, ଭଦ୍ରକରୁ ୩୮, ଗଜପତିରୁ ୩୨, ବଲାଙ୍ଗିରରୁ ୨୬, ରାୟଗଡ଼ାରୁ ୨୦, ଜଗତସିଂହପୁରରୁ ୧୮, ଝାରସୁଗୁଡ଼ାରୁ ୧୭, ଯାଜପୁର, କେନ୍ଦ୍ରାପଡ଼ା ଓ କେନ୍ଦୁଝରରୁ ୧୬ ଲେଖାଏଁ, ବୌଦ୍ଧରୁ ୧୫, କଳାହାଣ୍ଡି, ନବରଙ୍ଗପୁର ଓ ନୂଆପଡ଼ାରୁ ୬ ଲେଖାଏଁ, ବରଗଡ଼ ଓ ସୁବର୍ଣ୍ଣପୁରରୁ ୫ ଲେଖାଏଁ, ଅନୁଗୁଳରୁ ୪ ଏବଂ ନୟାଗଡ଼ ଜିଲ୍ଲାରୁ ୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।ସମୁଦାୟ ୪୨,୨୭୬ ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି ।

Leave A Reply

Your email address will not be published.