କରତ କଳ ଉପରେ ଚଢାଉ,ମୂଲ୍ୟବାନ କାଠ ସହ ମେସିନ ଜବତ

0 263

ଭୁବନେଶ୍ବର:୨୩/୧୧-  ବେଆଇନ ଭାବେ ଚାଲିଥିବା କରତ କଳ ଉପରେ ସନିବାର ସକାଳେ ୨ ଟି ସ୍ଥାନରେ ଚଢଉ କରିଛି ବନ ବିଭାଗ । ଘଟଣା ଘଟିଛି ନିଆଳି ଅଞ୍ଚଳରେ ।   ନିଆଳି ରତନପୁର ଓ ବିନୀତପୁରରେ ଥିବା କରତକଳ ଉପରେ  , ସିଟି ଡି ଏଫ ଓ ଅଶୋକ ମିଶ୍ର ଙ୍କ ନିର୍ଦେଶରେ ଏସିଏଫ ପ୍ରଶାନ୍ତ କୁମାରପଣ୍ଡା ଙ୍କ ଶହ 3 ଏସିଏଫ ,4ଟି ଡିଭିଜନର ରେଞ୍ଜର କର୍ମଚାରି ,  ପୋଲିସ  ଓ କଟକ ଭିଜିଲାନ୍ସର ମିଳିତ ଭାବରେ ଏକକାଳୀନ ୨ ଟି ସ୍ଥାନରେ  ଚଢାଉ କରିଛି । ଚଢ଼ାଉ କରି ଲକ୍ଷାଧିକ ଟଙ୍କାର କାଠ  ସହ ୨ଟି ମେସିନ କୁ ଜବତ କରିଛି ବନବିଭାଗ ।

Leave A Reply

Your email address will not be published.