ଚଉମିନ ନେଲା ଜୀବନ

0 556

ଜଟଣୀ,୨୩/୮ (ଏସ ଏସ ନିୟୁଜ ) ଜଟଣୀ ଏନ ଏ ସି ଅଧିନସ୍ଥ ଷଣ୍ଢପୁର ମୌଜାରେ ଥିବା ପଥରଖଣି ରେ ପଡିଥିବା ଚଓମିଁନ୍ ଖାଇ ସାତ ରୁ ଅଧିକ ଗୋରୁ ମରି ପଡ଼ିଥିବାର ଜଣାପଡିଛି । ଏହି ଜାଗାରେ ପ୍ରାୟ ୫୦ରୁ ଉର୍ଦ୍ଧ୍ୱପ୍ୟାକେଟ ଚଓମିଁନ୍ କୁ କିଏ ପକାଇଦେଇଥିଲେ ।ଆଜି ସ୍ଥାନୀୟ ଗ୍ରାମର କିଛି ଗୋରୁ ସେଠାରେ ଚରିବା ସହ ଫିଙ୍ଗା ଯାଇଥିବା ଚାଓମିଁନ୍ କୁ ଖାଉଥିବାର ଯୁବକମାନେ ଦେଖିବାକୁ ପାଇଥିଲେ ।ତେବେ ଆଠ ରୁ ଅଧିକ ଗୋରୁ ମରି ପଡ଼ିବା ପରେ ଫିଙ୍ଗା ଯାଇଥିବା ଚଓମିଁନ୍ କୁ ଖାଇ ଗୋରୁଗୁଡିକ ମରିଥିବାର ଗ୍ରାମବାସୀମାନେ ସନ୍ଧେହ କରିବା ସହ ପ୍ରଶାସନ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା କୁ ଦାବି କରିଛନ୍ତି।(ଜଟଣୀରୁ -ମାନସକୁମାରପ୍ରଧାନ ଙ୍କ ରିପୋର୍ଟ )

Leave A Reply

Your email address will not be published.