ଝାରସୁଗୁଡ଼ା ୫ ଦିନ ଯାଏ ଶଟଡାଉନ

0 568

ଝାରସୁଗୁଡ଼ା,୨୮/୮(ଏସ ଏସ ନିୟୁଜ )କରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ଝାରସୁଗୁଡ଼ା ସହର ଆସନ୍ତା ୩୦ ତାରିଖରୁ ସେପ୍ଟେମ୍ବର ୫ ପର‌୍ୟ୍ୟନ୍ତ ୭ ଦିନ ଶଟଡାଉନ ରହିବା ନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି।ସକାଳ ୬ରୁ ପୂର୍ବାହ୍ନ ୧୧ଟା ଯାଏ କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲା ରହିବ ବୋଲି କୁହାଯାଇଛି।

Leave A Reply

Your email address will not be published.