ଲୋକସଭାର ୫ ସାଂସଦ କରୋନା ପଜିିଟିଭ୍

0 584

ଖବର ଆଜିର,ତାରିଖ ୧୪/୦୯/୨୦ ସୋମବାର ।
୧-ଆଜି ସୋମବାର ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ , ଏହି ଅଧିବେଶନ ଆସନ୍ତା ଅକ୍ଟୋବର ପହିଲାରେ ଶେଷ ହେବ।
୨-ରାଜ୍ୟରେ ସଂକ୍ରମଣ ଦେଢ଼ ଲକ୍ଷ ପାର୍ : ଖୋର୍ଧା ଶୀର୍ଷରେ; ୧୭ ଜିଲ୍ଲାରୁ ଶହେରୁ ଅଧିକ ଆକ୍ରାନ୍ତ ଚିହ୍ନଟ।
୩-ଆସନ୍ତା ବର୍ଷ ପ୍ରାରମ୍ଭରେ କରୋନା ଟିକା ଆସିବା ନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଦୃଢ ଆଶା ବ୍ୟକ୍ତ କରିଛନ୍ତି।
୪-୮୫-୯୦% ପରୀକ୍ଷାର୍ଥୀ ଦେଲେ ଏନଇଇଟି ପ୍ରବେଶିକା ପରୀକ୍ଷା’।
୫-ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଲୋକାର୍ପିତ ହେଲା ପେଟ୍ରୋଲିୟମ କ୍ଷେତ୍ରରେ ବିହାରର ତିନୋଟି ପ୍ରମୁଖ ପ୍ରକଳ୍ପ।
୬–ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ଭେଟିଲେ କଙ୍ଗନା ରାଣାୱତ । କହିଲେ, ନ୍ୟାୟ ମିଳିବ ବୋଲି ରହିଛି ଦୃଢ ବିଶ୍ୱାସ।
୭-କରୋନାରୁ ଆରୋଗ୍ୟ ଲାଭ କରିଥିବା ଲୋକଙ୍କପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ନୂଆ ମାର୍ଗଦର୍ଶିକା ଜାରି।
୮-ଭେଟେରାନ ଓଲିଉଡ ଅଭିନେତା ଅଜିତ ଦାଶଙ୍କ ପରଲୋକ । ଚିକିତ୍ସାଧିନ ଅବସ୍ଥାରେ ୭୧ ବର୍ଷ ବୟସରେ ଦେହାନ୍ତ : ହାକିମ ବାବୁ, କପାଳ ଲିଖନ ଭଳି ଫିଲ୍ମରେ ଛାଡି ଯାଇଛନ୍ତି ନିଖୁଣ ଅଭିନୟ।
୯-ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି । ଧିରେ ଧିରେ ଘନୀଭୂତ ହେବା ଆଶଙ୍କା : ଦକ୍ଷିଣ ଓଡିଶାର ସବୁ ଜିଲ୍ଲାରେ ବର୍ଷା ସମ୍ଭାବନା।
୧୦-ଲୋକସଭାର ୫ ସାଂସଦ କରୋନା ପଜିିଟିଭ୍
୧୧-କରୋନାଭାଇରସ୍ ସଂକ୍ରମିତ ଜୀବକୋଷର ଫଟୋ ପ୍ରକାଶ କଲେ ବୈଜ୍ଞାନିକ।
୧୨-ଆଇପିଏଲ ପ୍ରସ୍ତୁତି ମଧ୍ୟରେ ୟୁଏଇରୁ ଆସିଲା ବଡ ଖବର : ଫିକ୍ସିଂ ଅଭିଯୋଗରେ ୨ କ୍ରିକେଟ୍‌ର ନିଲମ୍ବିତ।
୧୩-ୱସ୍‌ୱାଲ୍ ଲିମିଟେଡ୍ ସର୍ଭେ: ବିତ୍ତୀୟ ପରିଚାଳନା କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଓଡ଼ିଶା।
୧୪–Covid ବନ୍ଦ କରିଦେଇଛି ଦେଶର ୧.୭୫ କୋଟି ଖୁଚୁରା ବେପାର, ସହାୟତା ଲାଗି ସରକାରଙ୍କୁ CAITଙ୍କ ନିବେଦନ।
୧୫-ଦେବଗଡର ଝିଅ ମୋନା ମିନାକ୍ଷୀ ଜର୍ମାନ ବିଶ୍ୱ ବିଦ୍ୟାଳୟରେ ପଦାର୍ଥ ବିଜ୍ଞାନରେ ଗବେଷଣା ପାଇଁ ମନୋନୀତ।
୧୬-ହଟିଲା ଶ୍ରୀସନ୍ଥଙ୍କ ଉପରୁ ପ୍ରତିବନ୍ଧକ, ୭ ବର୍ଷର ବାସନ୍ଦ ପରେ ଷ୍ଟାଡିୟମକୁ ଫେରିବାକୁ ହେଉଛନ୍ତି ଏହି କେରଳ ପେସର୍।
୧୭-ୟୁଏସ ଓପନ, ଜାପାନର ନାଓମି ଓସାକା ଜିତିଲେ ତୃତୀୟ ଗ୍ରାଣ୍ଡ୍ ସ୍ଲାମ୍।

Leave A Reply

Your email address will not be published.