ଡଙ୍ଗାଭସାରେ ରୋକ ଲଗାଇଲା ପୋଲିସ

0 345

ଭୁବନେଶ୍ବର,୨୯/୧୧(ଏସଏସନିୟୁଜ)ଡଙ୍ଗାଭସାରେ  ଡଙ୍ଗା ଭସା ଇବା  ଓ ବୋଇତ ବନ୍ଦାଣରେରୋକ ଲଗାଇଲା କମିସିନେରେଟ  ପୋଲିସ ।କାର୍ତ୍ତିକ ପୂର୍ଣ୍ଣିମାରେ ଜନସାଧାରଣ ବଢିଭୋରୁ ଆସି ବିଭିର୍ଣ ପୋଖରୀ ,ଜଳାଶୟରେ ଡଙ୍ଗା ଭସାଇବା  ଉପରେ କଟକଣା  କରାଯାଇଛି  ।  ଏହା ସହ ଡଙ୍ଗାଭସା ଇ ମନ୍ଦିରକୁ ନଯିବାକୁ ପୋଲିସ ସତର୍କ ସହ ବାରଣ ମଧ୍ୟ କରିଛି  । ମହାମାରୀ କରୋନ ପାଇ ଏହି  ନିଷେଧାଦେଶ ଲଗାଯାଇଛି।ଏଥିନିମନ୍ତେ ବିଭିର୍ଣ ସ୍ତାନରେ ବ୍ୟାପକ ପୋଲିସ ଫୋର୍ସ ମୃତୟନ କରାଯିବାର ବ୍ୟବସ୍ତା ଥିବାବେଳେ ନିୟମ ଉଲଙ୍ଘନ କଲେ କାର୍ଯ୍ଯନୁଷ୍ଟାନ ଗ୍ରହଣ କରାଯିବ ସହ କଟକଣା ମାନି ସହଯୋଗ କରିବାକୁ ଭୁବନେଶ୍ବର ଡିସିପି ନିବେଦନ କରିଛନ୍ତି ।

 

Leave A Reply

Your email address will not be published.