ଦଳରୁ ବହିଷ୍କାର ହେଲେ ପ୍ରଦୀପ ପାଣିଗ୍ରାହୀ

0 362

ଭୁବନେଶ୍ବର,୨୯/୧୧(ଏସଏସନିୟୁଜ)ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଦଳରୁ ବହିଷ୍କାର କରାଯାଇ ଥିବା ନେଇ ଆଜି ଏକ ପ୍ରେସ ବାର୍ତ୍ତା ଯୋଗେ ଦଳ ତରଫରୁ ସୂଚନା ଦିଆଯାଇଛି ।ଦଳ ବିରୋଧୀ କାର୍ଯ୍ୟ ପାଇ ତାଙ୍କୁ ଆଗରୁ ତୃତୀୟ ମହଲାରୁ ତାଙ୍କୁ ସତର୍କ ଓ ତାଗିଦ କରାଯାଇଥିଲା ।ଆଇଏଫଏସ ଅଭୟ ପାଠକଙ୍କ ସହ ସମ୍ପର୍କକୁ ନେଇ ମଧ୍ୟ ସେ ଚର୍ଚ୍ଚାରେ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଦଳ ପକ୍ଷରୁ ରବିବାର ଏକ ପ୍ରେସ ବିଜ୍ଞପ୍ତିରେ ପ୍ରଦୀପଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ କରାଯାଇଥିବା ସୂଚନା ଦିଆଯାଇଛି ।

 

 

Leave A Reply

Your email address will not be published.