କୋଲକାତାରେ ବିଜେପି ରାଲିରେ ପଥରମାଡ

ଖବର ଆଜିରତାରିଖ ୧୯-୦୧-୨୦୨୧ ମଙ୍ଗଳବାର

0 309

୧-ଓଡିଆ ପୁଅଙ୍କୁ ବଡ ଦାୟିତ୍ୱ: ଚଣ୍ଡୀ ପ୍ରସାଦ ମହାନ୍ତି ହେବେ ଭାରତୀୟ ସେନାର ୪୨ତମ ଉପମୁଖ୍ୟ
୨-ଓଡିଶାରେ ଟୀକା ନେଲେ ୩୨ ହଜାର ୫୨୬ ଜଣ । ମାତ୍ର ୨ ଜଣଙ୍କ ଦେହରେ ପାର୍ଶ୍ବ ପ୍ରତିକ୍ରିୟା ।
୩–କୋଲକାତାରେ ହଙ୍ଗାମା । ବିଜେପି ରାଲିରେ ପଥରମାଡ । ଟିଏମସି-ବିଜେପି କର୍ମୀ ମୁହାଁମୁହିଁ, ପ୍ରବଳ ଉତ୍ତେଜନା ।
୪-ରାଜ୍ୟରେ ରେଳ ବିକାଶ: କେନ୍ଦ୍ର ନିକଟରେ ୭୨୦୦ କୋଟି ଟଙ୍କାର ଦାବି ରଖିଲା ଓଡ଼ିଶା ।
୫-ରାଜ୍ୟରେ ଖରିଫ ଧାନସଂଗ୍ରହ କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଯୋଗାଣ ମନ୍ତ୍ରୀଙ୍କ ନିର୍ଦ୍ଦେଶ
୬-ପୁଣି ଅରୁଣାଚଳରେ ପଶିଲା ଚୀନ୍, ୪ କିମି ଅଞ୍ଚଳ‌ରେ ବସାଇଛି ଗାଁ ।
୭-୨୧ ଯାଏଁ ଘନ କୁହୁଡ଼ି, ସତର୍କ କରାଇଲା SRC ।
୮-ଭାରତରେ ଏକ ଦୀର୍ଘସ୍ଥାୟୀ ଏନର୍ଜିର ଲକ୍ଷ୍ୟ ରଖି ଆଦାନୀ ଓ ଟୋଟାଲ ମଧ୍ୟରେ ଚୁକ୍ତିନାମା, ଆଦାନୀ ଗ୍ରୀନ୍ ଏନର୍ଜିରେ ୨୦ପ୍ରତିଶତ ଅଂଶଧନ ହାସଲ କରିଛି ଟୋଟାଲ ।
୯-ଜାନୁଆରୀ ୨୬ ପରେଡରେ ଦମ୍ ଦେଖାଇବ ରାଫେଲ୍ । ସାରା ବିଶ୍ୱ ଦେଖିବ ରାଫେଲ୍ ଯୁଦ୍ଧ ବିମାନର ବଳ  ।
୧୦-ତାଣ୍ଡବ’କୁ ନେଇ ଭଡକିଲା ବିଜେପି : ଆମାଜନ ପ୍ରାଇମ ଭିଡିଓକୁ ନୋଟିସ ପଠାଇଲେ କପିଳ ମିଶ୍ରା, ‘ଲୋକଙ୍କ ଧାର୍ମିକ ଭାବନା ସହ ଖେଳନାହିଁ, ତୁରନ୍ତ ବ୍ୟାନ୍ କର’ ।
୧୧-ହଙ୍ଗାମା ପରେ କ୍ଷମା ମାଗିଲେ ‘ତାଣ୍ଡବ’ର ନିର୍ଦ୍ଦେଶକ, କହିଲେ- କାହାର ଭାବନାକୁ ଆଘାତ ଦେବା ଆମର ଉଦ୍ଦେଶ୍ୟ ନଥିଲା ।
୧୨-କୋଭିଡ କାରଣରୁ ସାଧାରଣତନ୍ତ୍ର ଦିବସରେ ଅଟ୍ଟାରୀ ସୀମାରେ ହେବ ନାହିଁ କୌଣସି ସମାରୋହ ।
୧୩-ହ୍ୱାଟ୍ସଆପର ନୂଆ ପ୍ରାଇଭେସି ପଲିସି ଗ୍ରହଣ କରିବାକୁ ଚାହୁଁନାହାନ୍ତି ଯଦି ଆପ ବ୍ୟବହାର କରନ୍ତୁ ନାହିଁ: ଦିଲ୍ଲୀ ହାଇକୋର୍ଟ ।
୧୪-ଶାସନରୁ ବିଦା ହେବା ପୂର୍ବରୁ ଇରାନ୍ ପାଇଁ ଘାତକ ହେଉଛନ୍ତି ଟ୍ରମ୍ପ, ପୁଣି ମିଡିଲ୍‌-ଇଷ୍ଟରେ ପଇଁତରା ମାରିଲା ୟୁଏସ୍ ବମର୍ସ ।
୧୫-ସୋମନାଥ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ହେଲେ ପ୍ରଧାନମନ୍ତ୍ରୀ ମୋଦି ।
୧୬-ମହାରାଷ୍ଟ୍ର-କର୍ଣ୍ଣାଟକ ସୀମା ବିବାଦ: ଉଦ୍ଧବ ଠାକରେଙ୍କ ବୟାନରେ ଜବାବ ଦେଲେ ୟେଦୁରପ୍ପା, କହିଲେ- ଏକ ଇଞ୍ଚ ବି ଜମି ଦେବୁ ନାହିଁ ।
୧୭-ଚୀନ ସୁନା ଖଣି ବିସ୍ଫୋରଣ: ସପ୍ତାହେ ହେଲା ୨୦୦୦ ଫୁଟ୍ ତଳେ ମରଣ ସହ ସଂଘର୍ଷ କରୁଛନ୍ତି ଫଶିଥିବା ୧୨ ଶ୍ରମିକ, ଉଦ୍ଧାରକାରୀ ଦଳକୁ ମିଳିଲା ହାତ ଲେଖା ଚିଠି ।
୧୮-ବାଣୀବିହାରରେ ଉତ୍ତେଜନା । କ୍ୟାମ୍ପସ୍ ଖୋଲୁ ଖୋଲୁ ଦୁଇ ଗୋଷ୍ଠୀ ମୁହାଁମୁହିଁ ।
୧୯-ଟ୍ରାକ୍‌କୁ ଫେରିଲେ ଜେଫ୍ ବେଜୋସ୍ : ଏଲନ୍ ମସ୍କଙ୍କୁ କାଟି ପୁଣି ହେଲେ ବିଶ୍ବର ଧନୀ ନଂ-୧ Top-10 ରେ ମୁକେଶ ଅମ୍ବାନୀ । ଶୁଭ ସକାଳ,ସୁପ୍ରଭାତ ।

Leave A Reply

Your email address will not be published.