ଅବକାରୀ ଚଢାଉ, ୩ଗିରଫ

0 285

ଆଠଗଡ,୨୯/୬(ଏସଏସନିୟୁଜ) କଟକ ଅବକାରୀ ବିଭାଗ ପକ୍ଷରୁ ଆଠଗଡର ବିଭିର୍ଣ ଅଂଚଳରେ ଚଢାଉକରି ୩ ଜଣଙ୍କୁ ଗିରଫ କରିବାସହ ୧୨ହଜାର ଲିଟର ଗୁଚପୋଚ ଓ ୪୫ଲିଟର ଦେଶୀମଦ ଜବତ କରିଛନ୍ତି ।ଗିରଫ ତିନିଜଣ ହେଲେ ବଡମ୍ବା ଶଙ୍ଖାମେରୀର ଭାନୁମତି ବେହେରା, ନୂଆପାଟଣା ଗୋଡିସାହିର ଦେବେନ୍ଦ୍ର କୁମାର ସାହୁ ଓ କୈଳାସ ଜେନା । ଆଠଗଡ ଥାନା ଅନ୍ତର୍ଗତ କୋରଙ୍ଗା, ତାଳବସ୍ତ, ବଡମ୍ବାର ଶଙ୍ଖାମେରୀ ଏବଂ ତିଗିରିଆ ଥାନା ଅନ୍ତର୍ଗତ ନୂଆପାଟଣାର ଗୋଡିସାହି ଅଞ୍ଚଳରେ ଯୋରଦାର ଅବକାରୀ ଚଢାଉ କରିଥିଲେ ।

Leave A Reply

Your email address will not be published.