ନିଆଳି ମାଧବାନନ୍ଦଙ୍କ ପାଖରୁ ଅଣସର ଭାର ଶ୍ରୀମନ୍ଦିର ଗଲା

0 176

ଭୁବନେଶ୍ୱର,୨୯/୬(ଏସଏସନିୟୁଜ) ନିଆଳି ମାଧବାନନ୍ଦ ଟ୍ରଷ୍ଟ ପକ୍ଷରୁ ଅଣସର ଭାର ଶ୍ରୀମନ୍ଦିରକୁ ଯାଇଛି । ମହାସ୍ନାନ ପରେ ଶ୍ରୀଜିଉଙ୍କ ଜ୍ୱର ହେବାପରେ ଗୁପ୍ତସେବା ଚାଲିଛି ।ଏହି ଭାରରେ ବିଭିନ୍ନ ପ୍ରକାର ଫଳ ଓ ମହୋଷଧି, ତୁଳସୀ ଓ ଫୁଲ ଆଦି ଯାଇଥାଏ । ପରମ୍ପରା ଅନୁସାରେ ମାମୁଁ ଘରୁ ନିଆଳି ମାଧବାନନ୍ଦଙ୍କ ପାଖରୁ ଅଣସର ଭାର ଶ୍ରୀମନ୍ଦିରକୁ ଯାଇଥାଏ ।ଏହି ଭାର ଅଣସର ପିଣ୍ଡିରେ ଶ୍ରୀଜିଉଙ୍କୁ ଲାଗିକରାଯାଇଥାଏ

Leave A Reply

Your email address will not be published.