ଆସୁଛି ସେଣ୍ଟ୍ରାଲ ଆର୍ମଡ଼ ପୋଲିସଫୋର୍ସ

ଭୁବନେଶ୍ୱର,୨।୩(ଏସଏସନିଉଜ)ନିର୍ବାଚନପୂର୍ବରୁ କଡ଼ା ସୁରକ୍ଷା ପାଇଁ ଓଡିଶା ଆସୁଛି ସେଣ୍ଟ୍ରାଲ ଆର୍ମଡ଼ ପୋଲିସ ଫୋର୍ସ।ନିର୍ବାଚନପୂର୍ବରୁ ମୁତୟନ ହେବେ ୭୫ପ୍ଲାଟୁନ ଫୋର୍ସ।ଆଜି ଓଡ଼ିଶାରେ ପହଞ୍ଚିବେ ୧୫ ପ୍ଲାଟୁନଫୋର୍ସ।ଦ୍ୱିତୀୟ ପର୍ଯ୍ୟାୟରେ ପହଞ୍ଚିବେ ୬୦ ପ୍ଲାଟୁନଫୋର୍ସ ବୋଲି ସୂଚନାଦେଲେ ଆଇନଶୃଙ୍ଖଳା ଏଡିଜି ସଞ୍ଜୟକୁମାର।ଗଞ୍ଜାମ , ସମ୍ବଲପୁର ,ଅନୁଗୁଳ ପ୍ରଥମେ ଗସ୍ତ କରିବାର ସମ୍ଭାବନା ରହିଛି।ପରିସ୍ଥିତି ଅନୁଯାୟୀ ଫୋର୍ସ ଆହୁରି ବଢ଼ିପାରେ।ନିର୍ବାଚନ କମିଶନଙ୍କ ଆବଶ୍ୟକତା ମୁତାବକ ନିୟୋଜିତ ହେବେ ବୋଲି ସୂଚନାଦେଲେ ଆଇନଶୃଙ୍ଖଳା ଏଡିଜି।

- Advertisement -

Leave A Reply

Your email address will not be published.