ଅଧା ରହିଗଲା ବାହାଘର

0 156

କେନ୍ଦୁଝର,୨୮।୬(ଏସଏସନିଉଜ)କେନ୍ଦୁଝର ୨୦ ନମ୍ବର ଜାତୀୟ ରାଜପଥ ଷଠିଘର ସାହୀ ନିକଟରେ ଦୁର୍ଘଟଣା ହୋଇଛି lଟ୍ରକଧକ୍କାରେ ୫ଜଣ ବରଯାତ୍ରୀ ମୃତୁବରଣ କରିଥିବାବେଳେ ବାହା ନହୋଇ ଫେରିଆସିଛି ବର lବରଯାତ୍ରୀ ମାନେ ଡିଜେ ବଜାଇ ରୋଷଣି ସହ ବରକୁ ନେଇ ଶୋଭାଯାତ୍ରା ରେ ଯାଉଥିବା ବେଳେ ଏକ ଟ୍ରକ ବରଯାତ୍ରୀଙ୍କ ଉପରେ ମାଡି ଯାଇଥିଲା lଏହା ଫଳରେ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ୭ ଜଣ ଗୁରୁତର ହୋଇ ହୋଇଛନ୍ତି ।

Leave A Reply

Your email address will not be published.