ଅଗଷ୍ଟ ୧୬ରୁ ଖୋଲିବ କଲେଜ

0 262

ଭୁବନେଶ୍ୱର,୬/୮(ଏସଏସନିୟୁଜ) ରାଜ୍ୟରେ ଅଗଷ୍ଟ ୧୬ରୁ ଉଚ୍ଚଶିକ୍ଷା ବିଭାଗ ଅଧିନରେ ଥିବା କଲେଜ ଓ ୟୁନିଭର୍ସିଟି ଖୋଲିବ । ତେବେ ପିଜି ପ୍ରଥମ ବର୍ଷ ଓ ୟୁଜି ପ୍ରି-ଫାଇନାଲ ବର୍ଷ ପାଇଁ ପାଠପଢ଼ା ଆରମ୍ଭ ହେବ । ୟୁଜି/ପିଜି କ୍ଲାସ୍। ପିଜି ପ୍ରଥମ ବର୍ଷ ଏବଂ ୟୁଜି ପ୍ରଥମ ଓ ଦ୍ଵିତୀୟ ବର୍ଷର ଛାତ୍ରଛାତ୍ରୀମାନେ କ୍ଲାସ୍ ରୁମ୍‌ରେ କ୍ଲାସ୍ କରିବେ। ଛାତ୍ରଛାତ୍ରୀମାନଙ୍କ ପାଇଁ ହଷ୍ଟେଲ ଖୋଲିବ।କିନ୍ତୁ ପିଜି/ୟୁଜି ଫାଇନାଲ ପରୀକ୍ଷା ଅନଲାଇନରେ ହିଁ ହେବାନେଇ ଟ୍ୱିଟ୍ ଯୋଗେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.