ରାମଚନ୍ଦ୍ରପୁର ଗାଁରେ ଭୟାଭୟ ଅଗ୍ନିକାଣ୍ଡ

0 430

ଭୁବନେଶ୍ବର :୧୫/୧୧- କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ବଡ଼ିହ ପଞ୍ଚାୟତ ରାମଚନ୍ଦ୍ରପୁର ଗାଁରେ ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ୨ବଖରା ଘର ଜଳି ପାଉଁସ ହୋଇଥିବା ବେଳେ  ନିଆଁରେ ପୋଡ଼ି ହୋଇ ଜଣେ ଅର୍ଦ୍ଧଦଗ୍ଧ ହୋଇଛି । ତା ସହିତ  ଗୋଟିଏ ଗାଈ ଜୀବନ୍ତ ଦଗ୍ଧ, ୨ ଗୋରୁ ଗୁରୁତର ହୋଇଛନ୍ତି । ଅଗ୍ନିକାଣ୍ଡର କାରଣ ଜଣାପଡିନଥିବା ବେଳେ ଗୁରୁତର ବ୍ୟକ୍ତିଙ୍କୁ କେନ୍ଦ୍ରାପଡ଼ା ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.