ଆଖଣ୍ଡଳମଣି ମନ୍ଦିର ଭଣ୍ଡାର ଘରେ ଲାଗିଲା ନିଆଁ

0 633

ଭୁବନେଶ୍ବର: ୧୫/୧୧- ଗୁରୁବାର ବିଳମ୍ବିତ ରାତିରେ ଆରଡ଼ି ଆଖଣ୍ଡଳମଣି ମନ୍ଦିର ଭଣ୍ଡାର ଘରେ ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି ।  ନିଆଁ ଲାଗି  ବାବା ଆଖଣ୍ଡଳମଣିଙ୍କ ପୂଜା ସାମଗ୍ରୀ ଜଳି ପାଉଁସ ହୋଇଯାଇଛି । ଖବର ପାଇ  ଧାମନଗର ଅଗ୍ନିଶମ ବାହିନୀ ଏବଂ ସେବାୟତଙ୍କ ଦ୍ୱାରା ନିଆଁ ଆୟତ୍ତ କରାଯାଇଥିବା ବେଳେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବା ସୂଚନା ମିଳିଛି ।

Leave A Reply

Your email address will not be published.