ଏ ଗ୍ରେଡ୍ ଅଫିସର ଆସିବେ ଅଫିସ

0 512

ଭୁବନେଶ୍ୱର,୧୯/୪(ଏସ୍‌ଏସ୍‌ନିୟୁଜ) ରାଜସ୍ୱ ଓ ପାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗର ନିର୍ଦ୍ଦେନାମା ଅନୁଯାୟୀ ଏହି ବିଭାଗରେ କାର୍ଯ୍ୟରତ ସମସ୍ତ ଏ ଗ୍ରେଡ୍ ଅଫିସର ଅଫିସ ଆସିବେ । ବୋର୍ଡଅଫ୍ ରେଭିନ୍ୟୁ ଓ ସବ୍‌ରେଜିଷ୍ଟରର ଅଫିସ ପାଈଁ ନିର୍ଦ୍ଦେଶ ଦିଆଯାଇଛି । କରୋନା ରୋଗୀ ଚିହ୍ନଟ ହୋଇଥିବା ଜିଲ୍ଲାରେ ୩୩% କର୍ମଚାରୀ ଅଫିସ ଆସିବେ ।ବି,ସି ଓ ଡି ଗ୍ରୁପର୩୩% କର୍ମଚାରୀ ଅଫିସ ଆସିବେ ।ଅନ୍ୟସବୁ ଜିଲ୍ଲାରେ ସମସ୍ତ କର୍ମଚାରୀ ଅଫିସ ଆସିବେ ।ଆରଡିସି,ଜିଲ୍ଲାପାଳ,ଉପଜିଲ୍ଲାପାଳ ଓ ତହସିଲ ଅଫିସ ସମ୍ପୁର୍ଣ ରୁପେ ୨୦ଏପ୍ରିଲଠାରୁ କାର୍ଯ୍ୟକରିବେ । ସମସ୍ତ ଷ୍ଟାମ୍ପ୍‌ଭେଣ୍ଡର ଜିଲ୍ଲା ବା ସବ୍‌ରେଜିଷ୍ଟର ଅଫିସରୁ କାମ କରିବେ ଷ୍ଟାମ୍ପ୍‌ଭେଣ୍ଡର । ବାଲିଘାଟ,କ୍ରସରୟୁନିଟ ଓ ପଥର ଖଚ୍ଚିରେ ୨୦ ଏପ୍ରିଲରୁ ନିର୍ମାଣ କାମ ଚାଲିବ । ବିଭାଗର ସମସ୍ତ କର୍ମଚାରୀ ସାମାଜିକ ଦୁରତ୍ୱ ରକ୍ଷାକରି କାର୍ଯ୍ୟକରିବେ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି ।

Leave A Reply

Your email address will not be published.