ଅଜବ ଦେଶ, ଗଜବ କାହାଣୀ

0 288

ଖବର ଆଜିର,ତାରିଖ ୨୪-୦୨-୨୦୨୧ ବୁଧବାର
୧-ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ଏବେ ଖୋଲିବ ନାହିଁ ସ୍କୁଲ: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ।
୨-ଲଗାତାର ବଢିଚାଲିଛି ପେଟ୍ରୋଲ ଓ ଡ଼ିଜେଲ ଦର : ତେଲ ଦର ବୃଦ୍ଧିକୁ ନିଆରା ଢଙ୍ଗରେ ବିରୋଧ; ବିଧାନସଭାକୁ ସାଇକେଲରେ ଆସିଲେ କଂଗ୍ରେସ ବିଧାୟକ ।
୩-ନେପାଳ ପ୍ରଧାନମନ୍ତ୍ରୀ ଓଲିଙ୍କୁ ସୁପ୍ରିମକୋର୍ଟ ଦେଲେ ବଡ ଝଟକା, ସଂସଦ ଭଙ୍ଗ ନିଷ୍ପତ୍ତି ଅସାମ୍ବିଧାନିକ ।
୪-ନଡିଆ କତା ଶିଳ୍ପର ହେବ ବିକାଶ : ଅତିରିକ୍ତ ସଚିବ ଏବଂ ସ୍ବତନ୍ତ୍ର ସଚିବଙ୍କ ସହ ଆଲୋଚନା କଲେ କୋଏର୍ ବୋର୍ଡ ଯୁଗ୍ମ ନିର୍ଦେଶକ ।
୫-ପୁଡୁଚେରୀ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ମଞ୍ଜୁର କଲେ ରାଷ୍ଟ୍ରପତି ।
୬-ବିଧାନସଭାରେ ତୈଳଦର ବୃଦ୍ଧି ତାତି; ଲୋକେ ହନ୍ତସନ୍ତ, ଦୋଷ ଲଦାଲଦି ହେଲେ ବିଜେପି ଓ ବିଜେଡି ।
୭-ସତ୍ୟବାଦୀରେ ଓଡ଼ିଆ ବିଶ୍ବବିଦ୍ୟାଳୟର ଡିଜାଇନ୍‌କୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ।
୮-ବିବନ ବିଶ୍ୱାଳ ଗିରଫ ପରେ ପୁଲିସ କମିଶନରଙ୍କୁ ଭେଟିଲେ ସିବିଆଇ ଟିମ । ମାମଲା ଆଗକୁ ବଢାଇବା ପାଇଁ ମାଗିଲେ ସହାୟତା ।
୯-ଭାରତୀୟ ସେନାକୁ ମିଳିବ ୧୧୮ଟି ଅର୍ଜୁନ ଟ୍ୟାଙ୍କ, ପ୍ରତିରକ୍ଷା ମନ୍ତ୍ରାଳୟର ମଂଜୁରୀ ।
୧୦-ଟୁଲ୍‌କିଟ୍ ମାମଲା: ଦିଶା ରବିଙ୍କୁ ମିଳିଲା ଜାମିନ ।
୧୧-ମୁଣ୍ଡ ଟେକୁଛି କରୋନା ! ପିଏମଓ ଡକାଇଲେ ଜରୁରୀକାଳୀନ ବୈଠକ ।
୧୨-ପିପିଲିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ଭେଟି, ଘୋଷଣା କଲେ ୬୭.୬୮ କୋଟିର ପ୍ୟାକେଜ ।
୧୩-ଅଜବ ଦେଶ ଗଜବ କାହାଣୀ : ପାକିସ୍ତାନରେ ଜଣେ ୫୦ ବର୍ଷୀୟ ସାଂସଦ ୧୪ ବର୍ଷୀୟା ବାଳିକାକୁ କଲେ ବିଭାହ , ଜନସାଧାରଣ ହେଲେ ଅସନ୍ତୁଷ୍ଟ ।
୧୪-ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା: କଳଙ୍କିତ ଅଧ୍ୟାୟର ଶେଷ ଫର୍ଦ୍ଦ ଲେଖିବ ସିବିଆଇ ।
୧୫-ତୈଳ ଦରବୃଦ୍ଧି ସାମୟିକ: ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
୧୬-ମହାରାଷ୍ଟ୍ରରେ ବାବା ରାମଦେବଙ୍କ କରୋନା ଔଷଧ କରୋନିଲର ବିକ୍ରି ଉପରେ ରୋକ୍ ଲଗାଇଲେ ଉଦ୍ଧବ ସରକାର । ଶୁଭ ସକାଳ,ସୁପ୍ରଭାତ ।

Leave A Reply

Your email address will not be published.