ଆଜି ଆସିବେ କେନ୍ଦ୍ରୀୟ କୋଭିଡ୍ ଟିମ୍

0 214

ଭୁବନେଶ୍ୱର,୭/୨(ଏସଏସନିୟୁଜ) ଆଜି ଓଡିଶା ଆସିବେ କେନ୍ଦ୍ରୀୟ କୋଭିଡ୍ ଟିମ୍ । ଅଧିକ ସଂକ୍ରମଣ ମାମଲା ଆସୁଥିବା କେରଳ, ଅରୁଣାଚଳ ପ୍ରଦେଶ,ତ୍ରୀପୁରା, ଓଡିଶା, ଛତିଶଗଡ ଓ ମଣିପୁର ଆଦି ୬ ଟି ରାଜ୍ୟକୁ ଗ୍ରସ୍ଥ କରିବେ । ଅଧିକ ସଂକ୍ରମଣ ଆସିବାର କାରଣ ଓ ଏହାକୁ ନିୟନ୍ତ୍ରଣ କରିବାର ଉପାୟ ଖୋଜିବାକୁ କେନ୍ଦ୍ର ପକ୍ଷରୁ ୬ ଟି ରାଜ୍ୟକୁ ଟିମ୍ ପଠାଯାଇଛି । କେନ୍ଦ୍ରୀୟ ଟିମ୍ ଅନୁଧ୍ୟାନ କରିବାସହ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପାଖରେ ରିପୋର୍ଟ ଦେବ । ଟିକାକରଣ ସହ କୋଭିଡ୍ ପରିଚାଳନା, କଣ୍ଟେନମେଣ୍ଟ ଜୋନ୍, ଟେଷ୍ଟିଂ, ସର୍ଭେଲାନ୍ସ ଆଦି ଦିଗ ପ୍ରତି ଟିମ୍ ତର୍ଜମା କରିବ ।

Leave A Reply

Your email address will not be published.