ଆଜି ବସିବ ଶାନ୍ତକମିଟି

0 194

ବାଲେଶ୍ୱର, ୮/୮(ଏସଏସନିଉଜ) ଦରଘା ମଇଦାନରେ ଆଖଡ଼ାକୁ କେନ୍ଦ୍ର କରି ୨ ଗୋଷ୍ଠୀ ଗଣ୍ଡଗୋଳ ଘଟଣାରେ ଅଟକାଇବାକୁ ଯାଇ ଟାଉନ୍ ଥାନା ଆଇଆଇସି ଆହତ ହୋଇଥିଲେ ।ଏହି ଘଟଣାରେ ପୋଲିସ ଉଭୟ ଗୋଷ୍ଠୀର ଜଣେ ଲେଖାଏଁ ଗିରଫ କରିଛି ।ଗ୍ରାମରେ ଏବେବି ଉତେଜନା ରହିଥିବାରୁ ଶାନ୍ତି କମିଟି ବୈଠକରେ ଆଜି ଶାନ୍ତି ଫେରାଇଆଣିବାର ପ୍ରୟାସ କରାଯିବ ବୋଲି ଜଣାପଡିଛି ।

Leave A Reply

Your email address will not be published.