ଭୁବନେଶ୍ୱର,୧୦।୭(ଏସଏସନିଉଜ)ଆଜି କେନ୍ଦୁଝର ଘଟଗାଁବାସିନୀ ମାତାରିଣୀଙ୍କ ଆଷାଢୀପର୍ବ।
ଆଷାଢମାସର ଶେଷଗୁରୁବାରରେ ପାଳନ ହୋଇଥାଏ ଆଷାଢୀପର୍ବ।ପରମ୍ପରା ଅନୁସାରେ ଭକ୍ତଙ୍କ ମଙ୍ଗଳ ପାଇଁ ଆଜି ମାତାରିଣୀଙ୍କ ଉପବାସ।ଦିନତମାମ ମନ୍ଦିର ପହଡପଡି ସନ୍ଧ୍ୟାରେ ମାତାରିଣୀଙ୍କ ସ୍ବତନ୍ତ୍ରପୂଜା କରାଯିବ।ପୂଜାପରେ ସନ୍ଧ୍ୟାରେ ଶ୍ରଦ୍ଧାଳୁଙ୍କୁ ସୁନାବେଶରେ ଦର୍ଶନ ଦେବେ ନଡିଆରାଣୀ ମା ତାରିଣୀ।
Next Post
