ଆଜି ୩ଟାରେ ପ୍ରକାଶ ପାଇବ ଆଇସିଏସଇ ଦଶମ, ଦ୍ବାଦଶ ପରୀକ୍ଷା ଫଳ

0 210

ସଂକ୍ଷେପରେ ଆଜି ସକାଳର ଖବର ଖବର ଆଜିର,ତାରିଖ ୧୦/୦୭/୨୦,ଶୁକ୍ରବାର
୧- ସିବିଏସଇ ବୋର୍ଡ଼ର ପରୀକ୍ଷାଫଳ ପ୍ରକାଶନ ନେଇ କୌଣସି ନିଷ୍ପତି ହୋଇନାହିଁ।
୨-ଆଜି ଅପରାହ୍ଣ ୩ଟାରେ ପ୍ରକାଶ ପାଇବ ଆଇସିଏସଇ ଦଶମ ଏବଂ ଆଇଏସସି ଦ୍ବାଦଶ ପରୀକ୍ଷା ଫଳ, ଛାତ୍ର-ଛାତ୍ରୀମାନେ www.cisce.org ଏବଂ www.results.cisce.org  ୱେବସାଇଟ ରେ କ୍ଲିକ୍ କରି ନିଜର ଫଳାଫଳ ପାଇପାରିବେ ।
୩-ଖସିଲା ମଦ ଉପରେ ଲାଗୁଥିବା ସ୍ୱତନ୍ତ୍ର କୋଭିଡ ଶୁଳ୍କ: ଅତିରିକ୍ତ ୫୦% ନୁହେଁ, ୧୫% ଶୁଳ୍କରେ ମିଳିବ ମଦ
୪-ଗ୍ୟାଙ୍ଗଷ୍ଟାରର ଖେଳ ଖତମ୍ : ମହାକାଳଙ୍କ ଦର୍ଶନ କରିବାକୁ ଆସି ମଧ୍ୟପ୍ରଦେଶ ପୋଲିସ ହାବୁଡ଼ରେ ପଡିଲା ମୋଷ୍ଟୱାଣ୍ଟେଡ୍ ବିକାଶ ଦୁବେ ।
୫-ଫେସବୁକ ଓ ଇନଷ୍ଟାଗ୍ରାମ ସମେତ ୮୯ଟି ଆପ୍ ଡିଲିଟ୍ କରିବାକୁ ଯବାନଙ୍କୁ ନିର୍ଦେଶ ଦେଲା ଭାରତୀୟ ସେନା ।
୬-ଆଣ୍ଡ୍ରଏଡ ଫୋନ୍ରେ ପରୀକ୍ଷା ଦେଇପାରିବେ ଡିପ୍ଲୋମା ଛାତ୍ରୀଛାତ୍ର।
୭-ଆୟୁଷ ନିର୍ଦ୍ଦେଶକ ବିଭୁପ୍ରସାଦ ଷଡଙ୍ଗୀ ଗିରଫ । ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ଗିରଫ କଲା ମହିଳା ଥାନା ପୁଲିସ ।
୮-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପ୍ରଦେଶରେ ରେୱାଠାରେ ୭୫୦ ମେଗାୱାଟ ବିଶିଷ୍ଟ ସୌର ଶକ୍ତି ପ୍ରକଳ୍ପକୁ ଶୁକ୍ରବାର ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ।
୯-ୟେସ୍ ବ୍ୟାଙ୍କ ପ୍ରତିଷ୍ଠାତା ଓ ସହଯୋଗୀଙ୍କ ୨୫୦୦ ହଜାର କୋଟିର ସମ୍ପତ୍ତି ଜବତ ।
୧୦-ପୌରାଞ୍ଚଳରେ ଅଗ୍ରୀମ ଘର ଓ ସମ୍ପତ୍ତି ଟିକସ ଦେଉଥିବା ଲୋକଙ୍କ ପାଇଁ ରିହାତି ବ୍ୟବସ୍ଥାକୁ ରାଜ୍ୟ ସରକାର ଅଗଷ୍ଟ ୩୧ ତାରିଖ ପର‌୍ୟ୍ୟନ୍ତ ବଢ଼ାଇ ଦେଇଛନ୍ତି।
୧୧-ଗୁରୁବାର ସକାଳେ ରାଜ୍ୟରେ ପୁଣି ୫୭୭ ପୁଣି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି

Leave A Reply

Your email address will not be published.