ଆଜିର ଖବର(୨୯-୩-୨୦)

0 279

୧- ଆଜିଠୁ ଗାଁରେ ନିରାଶ୍ରୟ,ଦରିଦ୍ର ଓ ଅସୁସ୍ଥଙ୍କୁ ମାଗଣା ରନ୍ଧାଖାଦ୍ୟ,ମିଲ୍‌ପିଛା ଅଟକଳ ୩୦ଟଙ୍କା ।
୨- ମୁଖ୍ୟମନ୍ତ୍ରୀଙ୍କ ଆଉ ଏକ ବଡ ଘୋଷଣା ଉଠାଦୋକାନୀଙ୍କୁ ୩ହଜାରେ ,୧୦ ଲକ୍ଷ ଗରିବ ଓ ନିରାଶ୍ରୟଙ୍କୁ ରନ୍ଧାଖାଦ୍ୟ
୩- ଥାନାକୁ ନଯାଇ ଫୋନ୍ ରେ କରିହେବ ଅଭିଯୋଗ –ଡିଜିପି ଅଭୟ
୪- ଦ୍ୱିତୀୟ ଦିନରେ କିଟ୍ ଓ କିସ୍ ପକ୍ଷରୁ ପଶୁପକ୍ଷୀଙ୍କୁ ଖାଦ୍ୟ ବଂଟନ,ରାଜଧାନୀରେ ୩ଶହଟି ସ୍ଥାନରେ ବୁଲାଗୋରୁଗାଇ ଓ କୁକୁରଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କରାଗଲା ।
୫- ପ୍ରଥମରୁ ଅଷ୍ଟମ ସବୁପାଶ୍ ।ଜୁନ୍‌୧୫ରୁ ବିଦ୍ୟାଳୟରେ ମଧ୍ୟାନ୍ନଭୋଜନ,ସ୍ଥିତି ସୁଧୁରିବା ପରେ ମାଟ୍ରିକ ମୁଲ୍ୟାୟନ ଓ ଯୁକ୍ତ୨ ପରୀକ୍ଷା ।
୬- ଲକ୍ ଡାଉନରେ ବିଦ୍ୟୁତ ରିହାତି,ତିନିମାସ ବିଲ୍ ନଦେଲେ ବି କନେକସନ୍ କଟିବନି,ଫାଇନ୍ ପଡିବନି ।
୭- ବିଦ୍ୟୁତବେଗରେ ଚାଲିଛି କିମ୍ସ ହସ୍ପିଟାଲ କୋଭିଡ୍‌-୧୯ ବିଭାଗର କାମ, ପରିଦର୍ଶନକଲେ ମୁଖ୍ୟ ଶାସନସଚିବ,ଫାଇଭ୍ ଟି ସଚିବ ଭିକେ ପାଣ୍ଡିଆନ୍ ।
୮- ଦେଶରେ ଆଉ ଏକ ସାମାଜିକ ସଂକଟ-ପେଟ ବିକଳରେ ଘରକୁ ପେରୁଛନ୍ତି ଲକ୍ଷାଧିକ ପ୍ରବାସୀ . ଦେଶର ବିଭିନ୍ନ ରାଜ୍ୟରେ ଅଛନ୍ତି ୪୫କୋଟି ଶ୍ରମିକ ।
୯- ନୁଆଦିଲ୍ଲୀ-କରୋନା ପାଇଁ ସ୍ଥଗିତ ହେଲା ନିଟ୍ ପରିକ୍ଷା ।
୧୦-କରୋନା ମିକାବିଲା ନିମନ୍ତେ ୫୦୦କୋଟି ଟଙ୍କା ଅର୍ଥ ଘୋଷଣା କଲେ ଟାଟାଗ୍ରୁପ୍ ମୁଖ୍ୟ ରତନଟାଟା ।
୧୧-କରୋନା ପାଇଁ ରେଳବଗିରେ ହେଲା ଆଇସୋଲେସନ ବ୍ୟବସ୍ଥା ।
୧୨-କରୋନା ମୁକାବିଲା ନିମନ୍ତେ ୨୫କୋଟି ଟଙ୍କାପ୍ରଦାନ କଲେ ଅକ୍ଷୟ କୁମାର ,ଟ୍ୱିଟ୍ କରି ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ
୧୩-କରୋନାମୁକାବିଲା କରବାକୁ ଅଂଟାଭିଡିଲା ମାରୁତି ସୁଜ୍‌କି-ଦେଶରେ ତିଆରି କରିବ ଭେଂଟିଲେଟର ଓ ମାସ୍କ ।
୧୪-କରୋନା ସଂଗ୍ରାମରେ ଯୋଗୀଙ୍କ ବଡ ନିଷ୍ପତି-ୟୁପି ଜେଲରୁ ମୁକ୍ତହେବେ ୧୧ହଜାରେ ବନ୍ଦୀ ।

Leave A Reply

Your email address will not be published.