ଆଜିର ଅନୁଚିନ୍ତା

 ତାରିଖ - ୧୯:୧୧:୨୦୨୧(ଶୁକ୍ରବାର)

0 259

🦋କ୍ରୋଧ ହେଉଛି ଏକ ଏଭଳି ଅସ୍ତ୍ର ଯେ,ତାହା ଶତ୍ରୁର ଯେତେ ଅନିଷ୍ଠ ନ କରେ ନିଜର ତାଠାରୁ ଅଧିକ ଅନିଷ୍ଟ କରେ;ତେଣୁ ସେଥିରୁ ଯଥା ସମ୍ଭବ ଦୁରେଇ ରୁହନ୍ତୁ ।
🦋ଯେମିତି ସୂର୍ଯ୍ୟ ଅସ୍ତ ହେଲାପରେ ଆକାଶ ର ରଙ୍ଗ ଆପେ ଆପେ ବଦଳି ଯାଏ ଠିକ୍ ସେମିତି ଦୁଖଃ ସମୟରେ ଅତି ଆପଣାର ଭାବୁଥିବା ଲୋକ ମଧ୍ୟ ଏଠି ଠିକଣା ବଦଳାଇ ଦିଅନ୍ତି ।
🦋ସବୁ ସମୟରେ ନୁହେଁ, ବରଂ କେତେକ ସମୟରେ ହେଲମେଟ୍‌ ଆମର ଜୀବନ ବଞ୍ଚାଇ ଦେଇଥାଏ। ତେଣୁ ଗାଡ଼ି ଚଳାଇବା ସୟରେ ସର୍ବଦା ହେଲମେଟ୍‌ ପିନ୍ଧନ୍ତୁ।
🦋ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଉତ୍ସଭ ଅବସରରେ ସମସ୍ତ ଗୁରୁଜନ,ସାଙ୍ଗସାଥୀ,ଭାଇ ଭଉଣୀ ଓ ବନ୍ଧୁ ମାନଙ୍କୁ ମୋ ତରଫରୁ ଅନେକ୍ ଅନେକ୍ ଶୁଭେଚ୍ଛା ଓ ଅଭିନନ୍ଦନ।
🙏ଜୟ ମାତାଜୀ🙏ଶୁଭ ସକାଳ🙏ଆଜି ଶୁକ୍ରବାର ମା ସନ୍ତୋଷୀ ମାଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ,ମା ସନ୍ତୋଷୀ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ମାଙ୍କ ନିକଟରେ ଏତିକି ମିନତୀ🙏

 

Leave A Reply

Your email address will not be published.