କୁବେର ସରକାରୀ ବାବୁ

ଖବର ଆଜିର,ତାରିଖ ୧୯-୧୧-୨୦୨୧/ଶୁକ୍ରବାର

0 255

୧-ନଭେମ୍ବର ୧୯ ତାରିଖ ଦିନ ପ୍ରଧାନମନ୍ତ୍ରୀଙ୍କ ଉତ୍ତର ପ୍ରଦେଶ ଗସ୍ତ ।
୨-ବଙ୍ଗୋପସାଗରରେ ଅବପାତ, ଉପକୂଳ ଆନ୍ଧ୍ରରେ ବଢୁଛି ବର୍ଷା, ଉପୁଜିଛି ବନ୍ୟା ଭଳି ପରିସ୍ଥିତି ।
୩-କୁବେର ସରକାରୀ ବାବୁ ପ୍ରତାପ ସାମଲଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ସରକାର ।
୪-୫ଟି ଜିଲ୍ଲାର ୧୫୮ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ।
୫-ମନ୍ଦ ଲୋକଙ୍କ ପାଖକୁ କ୍ରିପ୍‌ଟୋକରେନ୍‌ସି ନଯାଉ: ମୋଦି ।
୬-ମମିତା ହତ୍ୟା ମାମଲା : ତଦନ୍ତ ନେଇ ସରକାରଙ୍କୁ ଷ୍ଟାଟସ ରିପୋର୍ଟ ମାଗିଲେ ହାଇକୋର୍ଟ ।
୭-ଅଫଲାଇନ୍‌ରେ ହେବ ସିବିଏସ୍ଇର ଟର୍ମ-୧ ବୋର୍ଡ ପରୀକ୍ଷା : ସୁପ୍ରିମକୋର୍ଟ ।
୮-ଦେଶରେ ଟିକାର ଅଭାବ ନ ଥିବା କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ; ଦ୍ୱିତୀୟ ଡୋଜ ନେବାକୁ ଆଗେଇ ଆସିବାକୁ ଜନସାଧାରଣଙ୍କୁ ଆହ୍ୱାନ ଜଣାଇଲେ ।

୯-ମମିତା ହତ୍ୟା ମାମଲା: ଷ୍ଟାଟସ୍ ରିପୋର୍ଟ ମାଗିଲେ ହାଇକୋର୍ଟ ।
୧୦-ଅରୁଣାଚଳରେ ଚୀନ୍‌ର ଆଉ ଏକ ଗ୍ରାମ ।
୧୧-ହିନ୍ଦୁସ୍ତାନ ଜିଙ୍କ ଲିମିଟେଡର ସରକାରୀ ଅଂଶଧନ ବିକ୍ରି ମାମଲାରେ ସିବିଆଇ ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ।
୧୨-‘ଦୁର୍ନୀତି ପାଇଁ କଲେକ୍ଟର-ଏସ୍‌ପି ସବୁ ଫସୁଛନ୍ତି, ମୋ ମନ୍ତ୍ରାଳୟରୁ ବଡ଼ ଅଧିକାରୀ ବି ଧରାପଡ଼ୁଛନ୍ତି’: ଅଶୋକ ଗେହଲଟ ।
୧୪-ହେମା ମାଳିନୀ-ପ୍ରସୂନ ଯୋଶୀଙ୍କୁ ‘ପର୍ସନାଲିଟି ଅଫ ଦ ଇୟର’ ଆୱାର୍ଡ: IFFI ରେ କରାଯିବ ସମ୍ମାନିତ, ସୂଚନା ଦେଲେ ଅନୁରାଗ ଠାକୁର ।
୧୫-ଓଡିଶା ଓ ଛତିଶଗଡ଼ ବିଏସ୍ଏ‌ଫ୍‌ ଆଇଜିଙ୍କ କୋରାପୁଟ ଗସ୍ତ,
ସଫଳତାର ଶୀର୍ଷରେ ପହଞ୍ଚିବାକୁ ହେଲେ କୌଣସି ପ୍ରମାଣର ଅବ୍ୟଶ୍ୟକତା ପଡିନଥାଏ….କେବଳ ନିରନ୍ତର ପ୍ରଚେଷ୍ଟା ହିଁ ଏକମାତ୍ର ମାଧ୍ୟମ….ଯଦି ଆପଣ ଅନ୍ୟମାନଙ୍କୁ ସାହାଯ୍ୟ କରିପାରିବେ… ” ତେବେ ” ନିଶ୍ଚିତ ଭାବରେ କରନ୍ତୁ…ଯଦି…ତୁମେ ପାରିବ ନାହିଁ… ” ତେବେ ” ଅନ୍ତତଃ ପକ୍ଷେ….ସେମାନଙ୍କ କ୍ଷତି କର ନାହିଁ….

Leave A Reply

Your email address will not be published.