୩ଟି କୃଷି ଆଇନ ପ୍ରତ୍ୟାହାର କଲେ ପ୍ରଧାନମନ୍ତ୍ରୀ ମୋଦୀ

0 184

ନୂଆଦିଲ୍ଲୀ,୧୯/୧୧(ଏସଏସନିୟୁଜ) ଆଜି ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ଟି କୃଷି ଆଇନ ପ୍ରତ୍ୟାହାର ନେଇ ଘୋଷଣା କରିବାସହ ଆନ୍ଦୋଳନକାରୀ କୃଷକ ଏବେ ଘରକୁ ଯାଆନ୍ତୁ ବୋଲି କହିଛନ୍ତି । ୩ଟି ନୂଆ କୃଷି ଆଇନ କୃଷକଙ୍କ କଲ୍ୟାଣ ପାଇଁଅଣାଯାଇଥିବାବେଳେ କିଛି ଗୋଷ୍ଠୀ ଏହାକୁ ବିରୋଧ କରୁଥିଲେ ।ତେଣୁ ବିରୋଧକୁ ଦୃଷ୍ଟିରେ ରଖି ଏହି ନୂଆ କୃଷି ଆଇନ ପ୍ରତ୍ୟାହାର କରାଗଲା ବୋଲି ମୋଦୀ କହିଛନ୍ତି ।

Leave A Reply

Your email address will not be published.