ଆଜିର ଅନୁଚିନ୍ତା

ତାରିଖ - ୩୦:୧୨:୨୦୨୦ ( ବୁଧବାର )

0 385

➡️ନିଜକୁ ସଫଳ ବ୍ୟକ୍ତି ବୋଲି ସେଇଦିନ ଭାବିବେ —- ଯେଉଁ ଦିନ ଆପଣଙ୍କ ପାଇଁ ଆପଣଙ୍କ ପିତା ମାତା ଗର୍ବ ଅନୁଭବ କରିବେ
➡️ସେ ଉନ୍ନତିର ଲାଭ କଣ ଅଛି — ?ଯଦି ମାଆ ବାପାଙ୍କ ବୁଢା କାଳେ ତାଙ୍କର ସାହାରା ହୋଇ ନ ପାରିଲ ।
➡️ବାପାଙ୍କ ବୟସ ବାପାଙ୍କୁ ଯେତିକି ଦୁର୍ବଳ କରିନଥାଏ ତା\’ଠାରୁ ଅଧିକ ଦୁର୍ବଳ ନିଜର ସନ୍ତାନ ମାନଙ୍କ ଦୁର୍ବ୍ୟବହାର ପାଇଁ ହୋଇଥାନ୍ତି ।
➡️ଟଙ୍କା ଥିଲେ ଦୁନିଆ କିଣି ହୁଏ, ଟଙ୍କା ନ ଥିଲେ ଦୁନିଆ ଚିହ୍ନି ହୁଏ ।
➡️ଜୀବନରେ ସବୁବେଳେ ହସ ଖୁସିରେ ରହିବାକୁ ଚେଷ୍ଟା କର, କିଏ ଜାଣେ ଆଜି ଅଛୁ କାଲି ନ ଥିବା ।
➡️ଜୀବନରେ ଈକ୍ଷକ୍ଟମଳ କରିବା ବହୁତ ସହଜ ହେଲେ ଝରବକ୍ସମଷ କରିବା ବହୁତ କଷ୍ଟ ।ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.ଜୟ ଜଗନ୍ନାଥ ।

Leave A Reply

Your email address will not be published.