ଆଜିର ଅନୁଚିନ୍ତା

ତାରିଖ - ୩୧:୧୨:୨୦୨୦ ( ଗୁରୁବାର )

0 566

➡️କିଛି ପାଇବାକୁ ହେଲେ କିଛି ହରାଇବାକୁ ପଡିଥାଏ ।ହୁଏତ ସେଥିପାଇଁ କିଛି ଲୋକ ନୂଆ ସାଥିଟିଏ ପାଇଗଲେ ପୁରୁଣା ସାଥିଟିକୁ ହରାଇ ଦିଅନ୍ତି ।

➡️ଏ ଜୀବନରେ କିଏ ଭରଷା ପାଇଁ କାନ୍ଦିଥାଏ ପୁଣି କିଏ ଭରଷା କରି କାନ୍ଦିଥାଏ ।
➡️ସଂସାରରେ କେବେ ମଧ୍ୟ ତିନୋଟି ଜିନିଷ ଲୁଚି ରହିପାରେ ନାହିଁ ।ସୂର୍ଯ୍ୟ, ଚନ୍ଦ୍ର ଏବଂ ସତ୍ୟ ।
➡️ଜଣେ ପୁରୁଷ ତା ସ୍ତ୍ରୀ ଠାରୁ ୩ ଟି ଜିନିଷରେ ଅଧିକ ହେବା ଉଚିତ୍ ।ବୟସ, ଜ୍ଞାନ ଓ ଧନ ।
➡️ଜଣେ ସ୍ତ୍ରୀ ତା ସ୍ବାମୀ ଠାରୁ ୫ ଟି ଜିନିଷରେ ଅଧିକ ହେବା ଉଚିତ୍ ।ଧୋର୍ଯ୍ଯ, ସ୍ପଷ୍ଟତା, ଭଲ ପାଇବା, ବୁଦ୍ଧିମତା, ପ୍ରାର୍ଥନା ବା ଈଶ୍ବର ବିଶ୍ବାସୀ ।
➡️ସ୍ବାମୀ ଏବଂ ସ୍ତ୍ରୀ ଦୁଇଜଣ ୩ ଟି ଜିନିଷରେ ସମାନ ହେବା ଉଚିତ୍ ।ବୁଝାମଣା, ସହନଶକ୍ତି, ପରସ୍ପର ସମ୍ମାନ ।
➡️ବନ୍ଧୁତ୍ବ LIC ଭଳି ହେବା ଦରକାର …..। ଜିନ୍ଦେଗି କେ ସାଥ୍ ଭି,ଜିନ୍ଦେଗି କେ ବାତ୍ ଭି,.
ଶୁଭ ସକାଳ।ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ. ।।ଜୟ ଜଗନ୍ନାଥ।।

Leave A Reply

Your email address will not be published.