ଆଜିର ଅନୁଚିନ୍ତା

ତାରିଖ ୦୧:୦୧:୨୦୨୧ (ଶୁକ୍ରବାର)

0 364

➡️ନୂଆ ବର୍ଷରେ କିଛି କର ନ କର, ଗୋଟେ ପ୍ରତିଜ୍ଞା କର କି କେବେ ବି ବାପା ମାଆଙ୍କୁ ଦୁଃଖ ଦବନାହିଁ ।
➡️ଦୁନିଆକୁ ଆସିବାର ଖବର ୯ ମାସ ଆଗରୁ ଜଣା ପଡିଯାଏ, କିନ୍ତୁ ଦୁନିଆରୁ ଯିବାର ଖବର ୯ ସେକେଣ୍ଡ୍ ଆଗରୁ ମଧ୍ୟ ଜଣା ପଡେ ନାହିଁ ।ତେଣୁ ରାଗ, ଅହଙ୍କାର, ଇର୍ଷା, ଗର୍ବ ଛାଡି ହସ ଖୁସିରେ ରହିବା ଶିଖନ୍ତୁ ।
➡️ସତ୍ୟ ମାର୍ଗରେ ଅର୍ଜନ କରିଥିବା ଧନ ସବୁବେଳେ ସୁଖ ପ୍ରଦାନ କରିଥାଏ ।କିନ୍ତୁ କାହାର ପେଟ ମାରି ଅର୍ଜନ କରିଥିବା ଧନ କେବଳ ଦୁଃଖ ହିଁ ଦୁଃଖ ଦେଇଥାଏ ।
➡️ଜୀବନରେ କେବେ ଗର୍ବ କରନାହିଁ , କାରଣ ପଥର ଯେତେବେଳେ ପାଣିରେ ପଡେ ନିଜର ଓଜନ ପାଇଁ ବୁଡିଯାଏ ।
➡️ଦୁଃଖଏମିତି ଗୋଟିଏ App  ଯାହା ଜୀବନରେ ଥରେ install   ହୋଇଯାଇଛି, ହଜାରେ ଚେଷ୍ଟା ପରେ ବି ତାହା Uninstall କରିହୁଏନା !

କରୁଣାମୟ ଦୟାଳୁ ଠାକୁର ସାମସ୍ତଙ୍କ ନାଥ ବାବା ସୋମନାଥଙ୍କ ଅପାର କୃପାରୁ ଇଂରାଜି ନବବର୍ଷ ଆପଣଙ୍କ ଓ ଆପଣଙ୍କ ପରିବାରପାଇଁ ଶୁଖ,ଶାନ୍ତି,ସମୃଦ୍ଧି,ଉନ୍ନତି ଓ ସଫଳତାର ବର୍ଷ ହେଉ,ଏତିକି ବର୍ଷ ଆରମ୍ଭର ପହିଲି ସକାଳରେ ବାବା ଙ୍କ ଚରଣାବିନ୍ଦରେ ପ୍ରାର୍ଥନା-ସତ୍ୟସନ୍ଧାନ ପରିବାର,ମୋ-୯୯୩୭୧୩୪୧୮୯ !ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.!

 

Leave A Reply

Your email address will not be published.