ଆଜିର ଅନୁଚିନ୍ତା

ତାରିଖ - ୦୬:୦୧:୨୦୨୧ ( ବୁଧବାର )

0 289

➡️ଜନ୍ମ ହେବା ଭାଗ୍ୟର ଫଳ ଅଟେ, ମୃତ୍ୟୁ ଆସିବା ସମୟର ଫଳ ଅଟେ କିନ୍ତୁ ମୃତ୍ୟୁ ପରେ ମଧ୍ୟ ଲୋକଙ୍କ ହୃଦୟରେ ବଞ୍ଚିକି ରହିବା କର୍ମର ଫଳ ଅଟେ ।
➡️ଗରିବର ହାୟ ଆଉ ଦୋମୁହାଁ ମଣିଷର ରାୟ ବହୁତ ଭୟଙ୍କର ।
➡️ସରଳ ବିଶ୍ବାସୀ ସବୁବେଳେ କଷ୍ଟ ଓ ଯନ୍ତ୍ରଣା ପାଏ , କାହିଁକି ନା ସେ ସବୁ ସଦସ୍ୟଙ୍କୁ ଆପଣାର ଭାବି ବିଶ୍ବାସ କରିଥାଏ
➡️କେବେ ବି ନିଜର ସଫଳତାର ଅହଙ୍କାର ମାଆ ବାପାଙ୍କୁ ଦେଖାନ୍ତୁ ନାହିଁ, ସେମାନେ ନିଜ ଜୀବନ ହାରିକି ଆପଣଙ୍କୁ ଜିତାଇଥାନ୍ତି ।
➡️ଦୁନିଆରେ ସବୁଠାରୁ ଦାମୀ ଜିନିଷ ହେଲା “ବିଶ୍ବାସ ” ଯାହା ଅର୍ଜନ କରିବାକୁ ବର୍ଷ ପରେ ବର୍ଷ ଲାଗିଯାଏ କିନ୍ତୁ ହରେଇବାକୁ ଗୋଟେ ଝରମକ୍ଟଦ୍ଭୟ ଲାଗେନା ।
ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ ।।ଜୟ ଜଗନ୍ନାଥ।।

Leave A Reply

Your email address will not be published.