ଆଜିର ଅନୁଚିନ୍ତା

ତାରିଖ - ୧୦:୦୧:୨୦୨୧ (ରବିବାର)

0 454

➡️ସବୁ କିଛି ସମ୍ଭବ ଅଟେ ଯଦି ତୁମ ପାଖରେ ସାହାରା ଦେବାପାଇଁ ଠିକ୍ ଲୋକଟିଏ ଥାଏ —-।
➡️ମଣିଷ ଯେତେ ଖୁସିରେ ରହିଲେ ବି ଏକୁଟିଆ ଥିବା ସମୟରେ ତାକୁ ହିଁ ମନେ ପକାଏ ଯାହାକୁ ସେ ଅତି ଆପଣାର ଭାବୁଥାଏ ।
➡️ଜୀବନରେ ପରିବାର ଠାରୁ ଅଧିକା,ଆଉ କାହାକୁ ବି ନିଜର ଭାବିବେନି
କାରଣ ଲୋକ ଗଛ ଚଢା ଶିଖାଇ,ଦେବେ କିନ୍ତୁ ଓହ୍ଲାଇବା ଶିଖାଇ ବେନି,ସେଥିପାଇଁ ସମ୍ଭାଳିକି ରୁହ
➡️ଆମ ଜୀବନକୁ କିଏ କିଏ ଆସିବେ, ସମୟ ହିଁ ସ୍ଥିର କରିଥାଏ — ଆମ ହୃଦୟରେ କିଏ କିଏ ରହିବେ ହୃଦୟ ହିଁ ସ୍ଥିର କରିଥାଏ, କିନ୍ତୁ ଜୀବନରେ କିଏ କିଏ ଆମକୁ ହୃଦୟରେ ରଖିବେ ଆମ ବ୍ୟବହାର ହିଁ ସ୍ଥିର କରିଥାଏ ।
➡️କେଡେ ଅଜବ ଏ ମଣିଷ, ସତକୁ ସାମ୍ନା ନ କରି ପାରିଲେ ଭାଗ୍ୟକୁ ଦୋଷ ଦେଉଥାଏ ।
➡️ଯଦି କାହାର କିଛି ଭଲ କରି ପାରିବେ ନାହିଁ ତେବେ ତାହାର ଖରାପ ବି ଚିନ୍ତା କରନ୍ତୁ ନାହିଁ ।
➡️ସଂସାରର ଇଞଗରୁ ଯଦି ପ୍ରେମ, ଶାନ୍ତି ଏବଂ ଆନନ୍ଦର ଧନ ବାହାର କରିବାକୁ ଚାହୁଁଛନ୍ତି, ତାର ଚବଗ୍ଦଗ୍ଦଙ୍ଗକ୍ଟକ୍ସୟ ହେଲା–ଧ୍ୟାନ ଏବଂ ପ୍ରାର୍ଥନା ।ଧ୍ୟାନ ନିଜେ ନିଜକୁ ଯୋଡିବ ଏବଂ ପ୍ରାର୍ଥନା ପରମାତ୍ମାଙ୍କ ସହିତ ।
ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.!ଜୟ ଜଗନ୍ନାଥ.!

 

Leave A Reply

Your email address will not be published.