ଆଜିର ଅନୁଚିନ୍ତା

ତାରିଖ : ୧୨/୦୧/୨୦୨୧,ମଙ୍ଗଳବାର

0 272

➡️ଯେଉଁମାନେ ତୁମକୁ ପସନ୍ଦ କରନ୍ତି ନାହିଁ ସେମାନଙ୍କ ସାମ୍ନାରେ ଖୁସି ହୁଅ, ତୁମର ଖୁସି ବଞ୍ଚି ଥାଉ ଥାଉ ମାରିଦିଏ
➡️ମଣିଷ ଘର ବଦଳାଇଥାଏ, ସମ୍ପର୍କ ବଦଳାଇ ଥାଏ, ସାଙ୍ଗ ପରିବର୍ତ୍ତନ କରିଥାଏ , ତଥାପି କାହିଁକି ବ୍ୟସ୍ତ ହୋଇଥାଏ?କାରଣ ସେ ନିଜକୁ ପରିବର୍ତ୍ତନ କରେ ନାହିଁ
➡️ଯେତେବେଳେ ପର୍ଯ୍ୟନ୍ତ କୌଣସି କାର୍ଯ୍ୟ କରାଯାଇନଥାଏ। ସେତେବେଳେ ପର୍ଯ୍ୟନ୍ତ ଅସମ୍ଭବ ଲାଗେ।
➡️ବର୍ତ୍ତମାନ ପାଞ୍ଚଟି ଜିନିଷ ଛାଡିଦିଅ।ସମସ୍ତଙ୍କୁ ଖୁସି କରିବା,ଅନ୍ୟମାନଙ୍କଠାରୁ ଅଧିକ ଆଶା,PAST ରେ ଜୀବନ ଜିଇଁବା,ନିଜକୁ ଅବମାନନା କରିବା ଏବଂ ଅଧିକ ଚିନ୍ତା କରିବା
➡️ଯିଏ ନିଜ ଉପରେ ଭରସା କରିଥାଏ ସେ ସଫଳତା ପାଇଥାଏ
➡️ଯଦି ତୁମେ ଗୋଟିଏ ଟଙ୍କା ରୋଜଗାର କରିପାରିବ, ତେବେ ତୁମେ ଭାଇ ଏକ କୋଟି ଟଙ୍କା ରୋଜଗାର କରିପାରିବ , ତୁମକୁ କଣ କରିବାକୁ ହେବ ତାହା ବର୍ତ୍ତମାନ ସ୍ଥିର କର

Leave A Reply

Your email address will not be published.