ଆଜିର ଅନୁଚିନ୍ତା

ତାରିଖ - ୦୪:୦୯:୨୦୨୧ (ଶନିବାର)

0 231

🦋ବୟସ ବଢିଲେ – କର୍ତ୍ତବ୍ଯ ବଢେ, କର୍ତ୍ତବ୍ୟ ବଢିଲେ – ଦାୟିତ୍ବ ବଢେ,ଦାୟିତ୍ବ ବଢିଲେ – ଜଞ୍ଜାଳ ବଢେ,ଜଞ୍ଜାଳ ବଢିଲେ – ଚିନ୍ତା ବଢେ,ବୟସ ବଢିବା ସହିତ ସବୁ ବଢିଯାଏ,କିନ୍ତୁ ଆୟୁଷ କମିଯାଏ ।
🦋ଇର୍ଷା ପରାୟଣ ଲୋକ ଜୀବନରେ କେବେହେଲେ ସୁଖୀ ହୋଇପାରନ୍ତି ନାହିଁ ।
🦋ବିଶ୍ବାସ ଏବଂ ପ୍ରାର୍ଥନା କେବେହେଲେ ଦୃଶ୍ୟ ହୁଏନାହିଁ, କିନ୍ତୁ ସର୍ବଦା ଅସମ୍ଭବ କୁ ସମ୍ଭବ କରି ଦିଏ ।
🦋ଏ ସଂସରରେ ମିତ୍ରତା ଏବଂ ସମ୍ପର୍କ “ସମ୍ମାନ” ର ନୁହେଁ ବରଂ “ଭାବ” ର ଭୋକିଲା ହୋଇଥାଏ । ତେଣୁକରି ବନ୍ଧୁ ଆଜି ଭଳି ଦିନରେ ସପଥ ନିଅନ୍ତୁ ଯେ ଆପଣ ସମସ୍ତଙ୍କୁ ଆପଣେଇ ନେଇ ନିଜର କରି ଜୀବନ ରଥକୁ ଆଗେଇ ନେବାରେ ସହାୟକ ହେବେ ।
🦋ଆପଣ ନିଜକୁ ସମୟ ମୁତାବକ Update କରନ୍ତୁ, ନହେଲେ ଏଇ ଦୁନିଆ ଆପଣଙ୍କୁ Use କରି Hang କରିଦେବ ।
🙏ଓଁ ଶନି ଦେବାୟ ନମଃ🙏.ଶୁଭ ସକାଳ,ଆଜି ଶନିବାର ପ୍ରଭୁ ଶନି ଦେବ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ,ପ୍ରଭୁ ଶନି ଦେବ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ପ୍ରଭୁଙ୍କ ନିକଟରେ ଏତିକି ମିନତୀ🙏

Leave A Reply

Your email address will not be published.