ଆଜିର ଅନୁଚିନ୍ତା

ତାରିଖ - ୧୭:୦୧:୨୦୨୧ (ରବିବାର )

0 384

➡️ନୀରବତା ଅନେକ କଥା କହେ ଯାହା ବୁଝିବାର କ୍ଷମତା ସମସ୍ତଙ୍କର ନଥାଏ ।
➡️ବଦଳିଯିବା ଆଚରଣଟା ସମସ୍ତେ ବୁଝିପାରନ୍ତି କିନ୍ତୁ ବଦଳିଯିବା ପଛରେ ଥିବା ଗଳ୍ପଟିକୁ କେହି ଉପଲବ୍ଧି କରିପାରୁନାହାଁନ୍ତି ।
➡️ଅସମ୍ଭବ କୁହାଯାଉଥିବା କାର‌୍ୟ୍ୟକୁ ସମ୍ଭବ କରି ଦେଖାଇବାକୁ ହିଁ ପ୍ରତିଭା କୁହାଯାଏ
➡️ମୁର୍ଖର କ୍ରୋଧ ତାକୁ ହିଁ ବିନାଶ କରିଥାଏ ।
➡️ସେହି ମନୁଷ୍ୟକୁ ଶ୍ରେଷ୍ଠ କୁହାଯିବ ଯେ କଠିନ ଅବସ୍ଥାରେ ଥାଇ ମଧ୍ୟ ନିଜ ପଥ ନିଜେ ବାଛିଥାଏ
➡️ଜୀବନରେ ଅନେକଥର ହାରିଯାଅ କିନ୍ତୁ ଜୀବନରୁ ହାରିବା ଅନୁଚିତ।
➡️ଦୁନିଆରେ ଆଗକୁ ବଢିବା ପାଇଁ ସମସ୍ତେ କହିବେ କିନ୍ତୁ ଜଣେ ସବୁବେଳେ ପଛକୁ ଯିବା ପାଇଁ କହିବ ସିଏ ହେଲା ଈଙ୍କଗ୍ଦ ଉକ୍ଟଦ୍ଭୟଙ୍କମଗ୍ଧକ୍ଟକ୍ସଗ୍ଦ
ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.! ଜୟ ଜଗନ୍ନାଥ !

Leave A Reply

Your email address will not be published.