୫ଟି ସ୍କୁଲରେ 5-T ସଚିବ

0 305

ଖବର ଆଜିର ,ତାରିଖ ୧୭-୦୧-୨୦୨୧ ରବିବାର

 5-T ସଚିବ-ମହାନଗର ନିଗମ ଅଧୀନରେ ଥିବା ୫ଟି ସ୍କୁଲ ଯଥା ୟୁନିଟ-୬,ୟୁନିଟ-୧,ୟୁନିଟ-୯ବାଳିକାବିଦ୍ୟାଳୟ ଓ ଆଇ ଆର ସି ର ବିଦ୍ୟାଳୟ କୁ ଆସି ବିଭିର୍ଣ ବିଷୟରେ ତର୍ଜମା କରି ଫେରିଛନ୍ତି
୧-ମହାମାରୀ ପାଇଁ ମହାକବଚ: ବିଶ୍ୱର ବୃହତ୍ତମ ଟିକାଦାନ ଅଭିଯାନ; ଦେଶରେ ପ୍ରଥମ ଦିନରେ ଟିକା ନେଲେ ୧ ଲକ୍ଷ ୯୧ ହଜାର ୧୮୧ରୁ ଅଧିକ ସ୍ୱାସ୍ଥ୍ୟକର୍ମୀ ।
୨-ମହାମାରୀ ମହାମୁକାବିଲାରେ ସାମିଲ ହେଲା ଓଡିଶା: ପ୍ରଥମ ଦିନରେ ରାଜ୍ୟରେ ୮୫%ରୁ ଅଧିକ ଲୋକ ନେଲେ ଟିକା; ଆଜି ବନ୍ଦ ରହିବ ଟିକାକରଣ ।
୩-ହ୍ୱାଟ୍ସଆପ୍ ହାତ ଛାଡ଼ିବାରୁ ନରମିଲା କମ୍ପାନୀର ଆଭିମୁଖ୍ୟ । ନୂଆ ଅପଡେଟକୁ ମେ’ ୧୫ ଯାଏଁ ସ୍ଥଗିତ ରଖିବା ସହ ଦେଲା ସ୍ପଷ୍ଟୀକରଣ ।
୪-ଆସନ୍ତା ଶିକ୍ଷା ବର୍ଷ ଠାରୁ ଆଦର୍ଶ ବିଦ୍ୟାଳୟରେ ବାଣିଜ୍ୟ ଷ୍ଟ୍ରିମରେ ନାମ ଲେଖା: ଗଣଶିକ୍ଷା ମନ୍ତ୍ରୀ ।
୫–ବାଇଡେନ୍‌ଙ୍କ ଦଳରେ ଆଉ ଜଣେ କାଶ୍ମୀର ବଂଶୋଦ୍ଭବ ସମୀରା ଫାଜ୍‌ଲି ।
୬-କିଟ୍‌କୁ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରଶାସନିକ ପୁରସ୍କାର ।

୭-ସ୍କୁଲ ଫି’କୁ ନେଇ ଦ୍ବନ୍ଦ୍ବ; ଆଇନ ସହାୟତା ଲୋଡ଼ିଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।
୮-କିଡ୍‌ନୀ ରାକେଟ ମାଷ୍ଟରମାଇଣ୍ଡ୍ ହିମାଂଶୁ, ଲୁଟିଛି ଅଧକୋଟି ।
୯-ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦ ମାମଲା : ଅନ୍ତରୀଣ ବ୍ୟବସ୍ଥାକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିଚାର ବିମର୍ଶ ଜାରି ।
୧୦-କୋଭାକ୍ସିନ୍ ନେବା ପାଇଁ ସମ୍ମତିପତ୍ରରେ ସ୍ବାକ୍ଷର: ପ୍ରତିକୂଳ ପ୍ରତିକ୍ରିୟା ହେଲେ ମିଳିବ କ୍ଷତିପୂରଣ ।
୧୧-୫୧ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ଶୁଭାରମ୍ଭ, ବିଶ୍ୱଜିତ୍ ଚାଟାର୍ଜୀଙ୍କୁ ଶ୍ରେଷ୍ଠ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ପୁରସ୍କାର ।
୧୨-ସମ୍ବଲପୁରରେ ନକଲି ଡିଟରଜେଣ୍ଟ ସର୍ଫ ଗୋଦାମରେ ଚଢ଼ାଉ; ୨୮ ହଜାର ପ୍ୟାକେଟ ଜବତ, ଗୋଦାମ ମାଲିକ ଗିରଫ ।
୧୩-ଜୋ ବାଇଡେନଙ୍କ ବଡ ଘୋଷଣା : ୧୦୦ ଦିନରେ ୧୦୦ ନିୟୁତ ଲୋକଙ୍କୁ କରୋନା ଟିକା ଦିଆଯିବ ।
୧୪-ଟ୍ରେନ୍‌ରେ ଇ-କ୍ୟାଟରିଂ ସେବାକୁ ଅନୁମତି ଦେଲା ଭାରତୀୟ ରେଳ ।
୧୫-ଜୟ-ବୀରୁଙ୍କ ପାଖରୁ ହ୍ୟାରି ପୋର୍ଟର ସମସ୍ତେ ପିନ୍ଧିଛନ୍ତି ମାସ୍କ, ଚର୍ଚ୍ଚାରେ କୋଲକାତା ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବ । ଶୁଭ ସକାଳ,ସୁପ୍ରଭାତ ।

Leave A Reply

Your email address will not be published.