ଆଜିର ଅନୁଚିନ୍ତା

ତାରିଖ - ୦୩:୧୧:୨୦୨୧ (ବୁଧବାର)

0 185

🦋ଜୀବନ ଏକ ମୁହୂର୍ତ୍ତରେ ବଦଳେ ନାହିଁ ମାତ୍ର ନିଷ୍ପତ୍ତି ଏକ ମୁହୂର୍ତ୍ତରେ ବଦଳେ,ନିଷ୍ପତ୍ତି ନେବା ପୂର୍ବରୁ ଜୀବନକୁ ଏକ ମୁହୁର୍ତ୍ତ ନୀରବ ନିଶ୍ଚଳ ଦେଖିବାକୁ ହେବ ଠିକ୍ ପାହାଡର ଧୈର୍ଯ୍ୟ ପରି ତେବେ ନିଷ୍ପତ୍ତି ନିଶ୍ଚୟ ବାସ୍ତବ ଖରସ୍ରୋତା ପାଲଟିଯିବ ।
🦋ସନ୍ଧ୍ୟା ସୂର୍ଯ୍ୟଙ୍କୁ ଅସ୍ତ ଶିଖାଏ ଲକ୍ଷ୍ଯ ଜୀବନକୁ ବ୍ଯସ୍ତ ଶିଖାଏ
ପଡିଗଲେ କଷ୍ଟ ତ ହୁଏ ନିଶ୍ଚିତ ହେଲେ ଝୁଣ୍ଟିବା ମଣିଷକୁ ଚାଲିବା ଶିଖାଏ ।
🦋ଦୁଃଖ ଯନ୍ତ୍ରଣା ଯେଉଁ ମୁହୂର୍ତ୍ତରେ ଦେଖା ଦିଏ ତାହା ଦେଖାଦେଇ ଥାଏ ତୁମକୁ କିଛି ଶିଖାଇବା ସକାଶେ। ଆଉ ତୁମେ ଯେତେ ଶୀଘ୍ର ତାହାକୁ ଶିଖିନେଇ ପାରିବ ସେତେ ହିଁ ତୁମ ଦୁଃଖର ପ୍ରୟୋଜନ ସମାପ୍ତ ହୋଇଯିବ ।
🦋ଦେଖିବା ପାଇଁ ଭଲ ସେଇଟା Important ନୁହେଁ,” ବରଂ ” ସେ ଲୋକର ହୃଦୟ ଟା ଭଲ ସେଇଟା ହିଁ ବେଶି Important.
🌸୦୧.ଲକ୍ଷ୍ଯ ସ୍ଥଳର ପଥ ଯେତେ ବି କଠିନ ହେଇଥାଉ ନା କାହିଁକି, ନିଜର ଇଛା ଶକ୍ତି ଆତ୍ମ ବିଶ୍ଵାସ ବଳରେ ଲକ୍ଷ୍ୟ ସ୍ଥଳରେ ନିଶ୍ଚିନ୍ତ ପହଞ୍ଚି ପାରିବା। ଏଥିରେ ସନ୍ଦେହ ନାହିଁ ।
🌸୦୨.ଲୋକଙ୍କ କଥାକୁ ଶୁଣି ଭୟ କର ନାହିଁ, କାହିଁକି ନା ଏଠିକାର ଲୋକେ କେବଳ କହିଥାନ୍ତି,କେବେ କିଛି ଦେଇ ନଥାନ୍ତି ।
🌸୦୩.ଅସ୍ତ ତ ଦିନେ ହବା କୁ ହିଁ ପଡ଼ିବ, ସେ ସୂର୍ଯ୍ୟ ହୁଅନ୍ତୁ ବା ମଣିଷ । କିନ୍ତୁ ସାହାସ ଓ ଧର୍ଯ୍ୟ ସୂର୍ଯ୍ୟଙ୍କ ଠାରୁ ଶିଖିବା ଉଚିତ। ଯିଏକି ସନ୍ଧ୍ୟାରେ ଅସ୍ତ ହୋଇ ମଧ୍ୟ୍ୟ ପ୍ରତ୍ୟେକ ଦିନ ସକାଳୁ ଏକ ବିଶ୍ୱାସର ସହିତ ଅନ୍ୟ ମାନଙ୍କ ଜୀବନକୁ ଆଲୋକିତ କରିବା ପାଇଁ ଉଦୟ ହୋଇଥାଆନ୍ତି ।
🌸୦୪.ନକାରାତ୍ମକ ପରିସ୍ଥିତିରେ ମଧ୍ୟ ଆମେ ସକାରାତ୍ମକ ଚିନ୍ତା କରିବା ଉଚିତ । ଆମ ସକରାତ୍ମକ ଚିନ୍ତାଧାରା ହିଁ ଆମରି ସମସ୍ତ ସମସ୍ୟାର ସମାଧାନ କରିଥା…
➡️ପକ୍ଷୀଟି ଅତି ଛୋଟ ହେଲେ ବି ଆହାର ଖୋଜି ଯାଏ,ଯତନେ ତାର ବସାକୁ ବାନ୍ଧେ ମଣିଷ ଶିକ୍ଷା ପାଏ ।
➡️ସତ୍ୟ କେବେ ଦାବି କରେ ନାହିଁ କି ମୁଁ ସତ ବୋଲି,,, କିନ୍ତୁ ମିଥ୍ୟା ସବୁବେଳେ ଦାବି କରିଥାଏ ମୁଁ କେବଳ ସତ ବୋଲି,,,।
➡️ଗୋଟିଏ ମଣିଷ ଯେତେ ସାଧାରଣ ହେଉ ନା କାହିଁକି କାହାପାଇଁ ନା କାହା ପାଇଁ ଅତି ଖାସ୍ ହୋଇଥାଏ,,,,,।
➡️ସବୁ ଜିନିଷ ବଦଳି ଗଲେ ଭଲ ଲାଗେ ।ହେଲେ ସାଙ୍ଗ Change ହୋଇଗଲେ ଦୁଃଖ ଲାଗେ,,,,,,
🙏ଓଁ ନମଃ ଗଣନାୟକ🙏ଶୁଭ ସକାଳ, ଆଜି ବୁଧବାର ପ୍ରଭୁ ଗଜାନନ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ,ପ୍ରଭୁ ଗଜାନନ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ପ୍ରଭୁଙ୍କ ନିକଟରେ ଏତିକି ମିନତୀ

 

Leave A Reply

Your email address will not be published.