ବୋମାମାଡ ଘଟଣାରେ ୩ ଗିରଫ

0 151

ଭଞ୍ଜନଗର,୨/୧୧(ଏସଏସନିୟୁଜ)ଗାଙ୍ଗପୁର ଥାନା ପୋଲିସ ବୋମାମାଡ ଘଟଣାରେ ୩ ଜଣଙ୍କୁ ଗିରଫ କରି ସେମାନଙ୍କୁ କୋର୍ଟଚାଳଣ କରିଛି । ସେମାନଙ୍କ ଠାରୁ ୩ ଟି ଜୀବନ୍ତ ବୋମା ଜବତ କରିଛି । ଗାଁ ମଝିରେ ଟୁକୁନା ସ୍ବାଇଁ ନାମକ ଯୁବକଙ୍କୁ ମନରେଗା କାର୍ଯ୍ୟ ରେ ଟଙ୍କା ପଇସା କୁ କେନ୍ଦ୍ରକରି ଏହି ଯୁବକମାନେ ବୋମା ମାଡ଼ କରିଥିଲେ । ଗୁରୁତର ଅବସ୍ଥାରେ ଟୁକୁନାଙ୍କୁ ପ୍ରଥମେ ଆସିକା ଓ ପରେ ବ୍ରହ୍ମପୁର ମେଡିକାଲ କୁ ପଠାଯାଇଥିଲା ।

Leave A Reply

Your email address will not be published.