ଆଜିର ଅନୁଚିନ୍ତା

ତାରିଖ - ୨୭:୦୧:୨୦୨୧ ( ବୁଧବାର )

0 339

➡️ବୟସରେ କିଏ ବଡ ହୋଇପାରେ କିଏ ସାନ କିନ୍ତୁ ପ୍ରକୃତରେ ବଡ ସେଇ ହୋଇଥାଏ ଯାହାର ହୃଦୟରେ ସମସ୍ତଙ୍କ ପାଇଁ ପ୍ରେମ, ସ୍ନେହ ଓ ସମ୍ମାନର ଭାବନା ରହିଥାଏ ।
➡️ହୃଦୟରେ କାହାପାଇଁ ଥରେ ଘରଟେ ହେଇଗଲେ ଆଉ ସେ ଘରକୁ ଭାଙ୍ଗି ହୁଏନାହିଁ କାହିଁକି ନା ହୃଦୟର ଘର ମାଟି,ବାଲି,ସିମେଣ୍ଟରେ ନୁହେଁ, ରକ୍ତ ମାଂସ ଓ ଭଲ ପାଇବାରେ ଗଢା ହୋଇଥାଏ ।
➡️ତଳ ବରଡା ଖସୁଛି
ଉପର ବରଡା ହସୁଛି
ମଝି ବରଡା ଥାଇଁ କହୁଛି
ତୋ ବେଳ କାଳ ଆସୁଛି ।
➡️ ସଫଳତା ସେତେବେଳେ ଅନୁଭୂତ ହୋଇଥାଏ ଯେତେବେଳେ ଲୋକେ ତୁମକୁ ଖୋଜି ଅନୁସରଣ କରିବେ ।
➡️ଜୀବନରେ କିଛି ଏମିତି କରିବା ଉଚିତ୍ ଯେ ଆପଣଙ୍କ ମୃତ୍ୟୁ ପରେ ବି ଲୋକଙ୍କ ହୃଦୟରେ ଜୀବିତ ରହିବେ ।
➡️ସମସ୍ତେ ଏଠି Love କରିବାକୁ ପସନ୍ଦ କରନ୍ତି….. ହେଲେ Life Time ପାଇଁ ନୁହେଁ….. Time Pass ପାଇଁ …..।
ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.!ଜୟ ଜଗନ୍ନାଥ!

Leave A Reply

Your email address will not be published.