ଆଜିର ଅନୁଚିନ୍ତା

ତାରିଖ - ୨୧:୦୩:୨୦୨୧ (ରବିବାର)

0 341

➡️ଯାହାର ବାପା ନାହିଁ ତାହାର ଅଧା ଦୁନିଆ ନାହିଁ !
ଯାହାର ମାଆ ନାହିଁ ତାହାର ପୁରା ପୃଥିବୀଟା ନାହିଁ ।
➡️ଏ ଦୁନିଆରେ ନିଜ ସ୍ବାର୍ଥ ବିନା କେହି କାହାକୁ ପଚାରନ୍ତି ନାହିଁ ।
➡️ବାରମ୍ବାର ଅସଫଳ ହୁଅନ୍ତୁ କିଛି କଥା ନାହିଁ, ଖାଲି ଯଥେଷ୍ଟ ପରିଶ୍ରମ ଆଉ ସକାରାତ୍ମକ ଚିନ୍ତାଧାରା ଥିଲେ ସଫଳତା ଦିନେ ନିଶ୍ଚୟ ମିଳିବ ।
➡️ସଫା ହୃଦୟ ଥିବା ଲୋକ ସବୁବେଳେ ମାନସିକ ଯନ୍ତ୍ରଣାପାଏ,କାରଣ ଅନେକ ସମୟରେ ଲୋକମାନେ ତାକୁ ବୁଝି ପାରନ୍ତି ନାହିଁ କିମ୍ବା ବୁଝିକି ବି ଜାଣିଶୁଣି କଷ୍ଟ ଦିଅନ୍ତି।
➡️Helmet ଲଗାନ୍ତୁ –Seat Belt ପିନ୍ଧନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ, କାହିଁକି ନା ଲୋକେ VDO ବନେଇବେ ପଛେ କିନ୍ତୁ Hospital ନେଇକି କେହି ଯିବେ ନାହିଁ ।
ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ !ଜୟ ଜଗନ୍ନାଥ !

Leave A Reply

Your email address will not be published.