ଆଜିର ଅନୁଚିନ୍ତା

ତାରିଖ - ୨୫:୦୩:୨୦୨୧ (ଗୁରୁବାର )

0 310

➡️ଖାଲି ଟଙ୍କା ପଇସାରେ ଖୁସି ନଥାଏ ବେଳେ ବେଳେ ଛୋଟ ଛୋଟ ଇଛାରେ ମଧ୍ୟ ଅନେକ ଖୁସି ଲୁଚି ରହିଥାଏ ।
➡️ମଣିଷ ଦୁଇଟି ଜିନିଷ କେବେ ବି ଭୁଲେନା, ବାହାର ଲୋକଠାରୁ ମିଳିଥିବା “ସମ୍ମାନ” ନିଜ ଲୋକଠାରୁ ମିଳିଥିବା ” ଅପମାନ ” ।
➡️ ତୁମ ପଦବୀକୁ ଲୋକ ଯେତେ ସମ୍ମାନ ଦିଅନ୍ତୁ କିଛି ଲାଭ ନାହିଁ, ଯଦି ତୁମ ମନରେ ” ମାଆ ବାପାଙ୍କ ” ପ୍ରତି ଭକ୍ତି ନାହିଁ ତେବେ ସେ ପଦବୀର ସମ୍ମାନ ମୂଲ୍ୟହୀନ ।
➡️ଗୋଟିଏ ଜିନିଷ କେବେ ମଧ୍ୟ ଜୀବନରୁ ଲିଭି ପାରେ ନାହିଁ ଆଉ ତାହା ହେଉଛି ” ସ୍ମୃତି ” ।
➡️Holi ଆସୁଛି ରଙ୍ଗକୁ ନୁହେଁ ରଙ୍ଗ ବଦଳଉଥିବା ଲୋକ ଠାରୁ ଦୂରେଇ ରୁହନ୍ତୁ ।
ଶୁଭ ସକାଳଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ! ଜୟ ଜଗନ୍ନାଥ !

Leave A Reply

Your email address will not be published.