ଆଜିର ଅନୁଚିନ୍ତା

ତାରିଖ - ୨୭:୦୩:୨୦୨୧ (ଶନିବାର)

0 258

➡️କାହା ମୁହଁରେ ଉଚିତ୍ କଥା କହିଲେ ଆପଣ ଖରାପ
କାରଣ
ପ୍ରତିବାଦୀମାନେ ସବୁବେଳେ ଅପରାଧୀ,ସେ ଘରେ ହେଉ କି ବାହାରେ
➡️ଝିଅ ମାନଙ୍କର ରୂପ ଆଉ ପୁଅ ମାନଙ୍କର ପକେଟ୍ ଭର୍ତ୍ତି ଟଙ୍କା ନ ଥିଲେ ସମାଜ ତାଙ୍କୁ ଭଲ ନଜରରେ ଦେଖେ ନାହିଁ !
➡️ଅଲଗା ହେବା ପାଇଁ ତ ବାହାନା ଦରକାର । ସମ୍ପର୍କ ନିଭେଇ ପାରିଲେ ମୃତ୍ୟୁ ବି ଅଲଗା କରି ପାରେନାହିଁ ।
➡️ପ୍ରେମ ଆଉ ବନ୍ଧୁତାଏହି ଦୁଇଟି ଖୁବ୍ ଦାମୀ,ଯାହାର ମର୍ଯ୍ୟାଦା ସମସ୍ତେ ଦେଇପାରନ୍ତି ନାହିଁ !
➡️ପ୍ରତ୍ୟେକ ରାତିରେ ଯେତେବେଳେ ଆମେ ଶୋଇବା ପାଇଁ ଯାଉଛୁ ସେତେବେଳେ ଆମେ ଏଙ୍କବକ୍ସବଦ୍ଭଗ୍ଧରର ଦେଇପାରିବା ନାହିଁ ଯେ ଆସନ୍ତା କାଲିର ସକାଳ ପର‌୍ୟ୍ୟନ୍ତ ଆମେ ବଞ୍ଚି ରହିବା ।ତଥାପି ଆମେ ଘଡିରେ ଇକ୍ଷବକ୍ସଜ୍ଞ ଦେଇ ଶୋଉଛୁ । ଏହା ହିଁ ବିଶ୍ବାସ ।
ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ !

Leave A Reply

Your email address will not be published.