ଆଜିର ଅନୁଚିନ୍ତା

 ତାରିଖ - ୦୬:୦୪:୨୦୨୧ (ମଙ୍ଗଳବାର)

0 311

➡️ବାପା ଓ ମାଆଙ୍କୁ ଶେଷ ସମୟରେ ଯେଉଁ ପୁଅ ଦୁଃଖ ଦେଇଥାଏ, ସେଇ ଦୁଃଖ ତା \’ ଶେଷ ସମୟରେ ତାକୁ ହିଁ ମିଳିଥାଏ ।
➡️ଘରେ ଯେତେ ଲୋକ ଥାନ୍ତୁ ନା କାହିଁକି ଯଦି ମାଆ ଘରେ ନଥାଏ ତେବେ ସେ ଘର, ଘର ଭଳି ଲାଗେନା ।
➡️ ପଥର ଭିତରେ ଠାକୁର ଖୋଜିଲେ ମୋହ ମାୟା ଖାଲି ତୁଟେ,
ବାପା ମାଆ ଚଳନ୍ତି ଠାକୁର ଜୀବନର ଚଲା ପଥେ,
ଦୁଧ, ଦହି,ଖୁଆ କଦଳୀ ନଡିଆ ମନ୍ଦିରରେ ସିନା ଭାସେ,
ପ୍ରକୃତ ଠାକୁର ନିଜ ଘରେ ଅଛନ୍ତି ଜନନୀ ଜନକ ବେଶେ,
ସେ ଆମ ଜନ୍ମ ଦାତା ବାପା ଓ ମାଆ
➡️ଜୀବନରେ ନିଜର ଦୁଃଖ ନିଜ ବ୍ୟତିତ କେହି ବୁଝନ୍ତି ନାହିଁ ସମସ୍ତେ ନିଜର କଥାକୁ କହିଚାଲନ୍ତି ।
➡️ନା Boyfriend ନା Girlfriend କାହାରି ଆବଶ୍ୟକତା ନାହିଁ କିନ୍ତୁ, ଜୀବନରେ ଜଣେ Best friend ର ଆବଶ୍ୟକତା ଅଛି ।
ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ ! ଜୟ ଜଗନ୍ନାଥ !

Leave A Reply

Your email address will not be published.