ଆଜିର ଅନୁଚିନ୍ତା

ତାରିଖ - ୨୬:୦୪:୨୦୨୧ (ସୋମବାର)

0 277

➡️ସଫଳତା —-! ଗୋଟିଏ ଦିନରେ ମିଳିବନି,ଗୋଟିଏ ଦିନ ନିଶ୍ଚୟ ମିଳିବ !
➡️ଫଟା ମାଠିଆରେ କାଦୁଅ ବୋଳିବା ଯାହା , ସ୍ବାର୍ଥପର ଓ ଗର୍ବି ଲୋକଙ୍କ ସହ ବୁଝାମଣା ସେଇଆ
➡️ ଦୁନିଆରେ କେହି କେବେ ଭଲ କିମ୍ବା ଖରାପ ହୋଇ ଜନ୍ମ ହୋଇ ନ ଥାଏ, କିନ୍ତୁ ମଣିଷର ପରିବେଶ ତଥା ତାର ପରିସ୍ଥିତି ତାକୁ ଭଲ ଆଉ ଖରାପ କରି ଦୁନିଆ ଆଗରେ ଛିଡ଼ା କରେ !
➡️ଦୁଇ ପ୍ରକାର ଲୋକ ସମସ୍ତଙ୍କ ଜୀବନରେ ଥାଆନ୍ତି , ଜଣେ ପ୍ରଶଂସକ ଆଉ ଜଣେ ନିନ୍ଦୁକ,,,,ତେଣୁ ଏଥିରେ ବେସି ଭାବିବାର କିଛି କଥା ନାହିଁ ।
➡️Life ରେ ଏମିତି ଗୋଟିଏ Relation କରିବା ଉଚିତ୍ ଯାହା ପାଖରେ ସବୁ କିଛି Share କରାଯାଏ, ଅଭିମାନ କରାଯାଏ, ଝଗଡ଼ା କରାଯାଏ But ତାକୁ କେବେ ଭୁଲି ହୁଏନା —।
➡️”ସମୟ ଦିଅ ବା ସମ୍ମାନ ଉପହାର ଦିଅ ବା ଭଲ ବ୍ୟବହାର …. ବଦଳିବା ଲୋକ ବଦଳି ଯିବେ ସାଥିରେ ରହିବାକୁ ଚାହୁଁଥୁବା ଲୋକ ସାରା ଜୀବନ ସାଥିରେ ରହିବେ .. !
➡️”ସମ୍ପର୍କର ସଜ୍ଞା କେବଳ ସେହିମଣିଷ ବୁଝିଥାଏ ଯିଏଚେହେରା ଦେଖି ନୁହେଁ ହୃଦୟ ଦେଖି ସମ୍ପର୍କ ବାନ୍ଧିଥାଏ !
➡️”ଦୁଃଖ ସହିଲା ବାଲା ଆଗକୁ ସୁଖରେ ରହିପାରେ କିନ୍ତ , ଯିଏ ଅନ୍ୟକୁ ଦୁଃଖ ଦିଏ ସିଏ ଜୀବନରେ କେବେ ବି ସୁଖରେ ରହିପାରେ ନାହିଁ !
➡️”ସମର୍କକୁ କଳହ କେବେ ଦୁର୍ବଳ କରିନଥାଏ । କିନ୍ତୁ ଭୁଲ୍ ବୁଝାମଣା ପାଇଁ ସୁନ୍ଦର ସମ୍ପର୍କଟିଏ ଦୁର୍ବଳ ହୋଇଯାଏ !
➡️”ସବୁବେଳେ ଲୁଣ ପରି ହେବାକୁ ଚେଷ୍ଟା କରନ୍ତୁ , ଯେପରି କେହି ବି ଆପଣଙ୍କ ଉପସ୍ଥିତି ଜାଣି ପାରିବେ ନାହିଁ , କିନ୍ତୁ ଆପଣଙ୍କ ଅନୁପସ୍ଥିତିକୁ ସବୁ କାର‌୍ୟ୍ୟରେ ଅନୁଭବ କରି ପାରିବେ !
➡️”ଜୀବନରେ ଏମିତି ଗୋଟିଏ ସମ୍ପର୍କ କରିବା ଉଚିତ୍ ଯାହା ପାଖରେ ସବୁ କିଛି ସେୟାର କରାଯାଏ , ଅଭିମାନ କରାଯାଏ , ଝଗଡ଼ା କରା ଯାଏ କିନ୍ତୁ ତାକୁ କେବେ ଭୁଲି ହୁଏନା …. !
➡️”ଗଛରେ ଫୁଲ ପୁରୁଣା ହୋଇ ଗଲେ ଗଛ ଫୁଲ କୁ ପକାଇ ଦେଇଥାଏ । ଠିକ ସେହିପରି ସମ୍ପର୍କ ପୁରୁଣା ହୋଇ ଗଲେ ମଣିଷ ତାକୁ ପାଦରେ ଅଡେଇ ଦିଏ … !
ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ ! ଜୟ ଜଗନ୍ନାଥ

 

Leave A Reply

Your email address will not be published.