ଆଜିର ଅନୁଚିନ୍ତା

ତାରିଖ - ୧୮:୧୨:୨୦୨୦ (ଶୁକ୍ରବାର )

0 385

ଶ୍ରେଷ୍ଠ ଗୁରୁ – ପିତା ମାତା
ଶ୍ରେଷ୍ଠ ଦାନ – ଅନ୍ନ ଦାନ
ଶ୍ରେଷ୍ଠ ସେବା – ଜୀବ ସେବା
ଶ୍ରେଷ୍ଠ କର୍ମ – ସତ୍ କର୍ମ
ଶ୍ରେଷ୍ଠ ପରିଚୟ – ଉତ୍ତମବ୍ୟବହାର
ଶ୍ରେଷ୍ଠ ଚିନ୍ତା – ଈଶ୍ବର ଚିନ୍ତା
ଶ୍ରେଷ୍ଠ ଜୀବନ – ଆଦର୍ଶ ଜୀବନ
ଶ୍ରେଷ୍ଠ ଜ୍ଞାନ – ତତ୍ତ୍ୱ ଜ୍ଞାନ
ଶ୍ରେଷ୍ଠ ଧନୀ – ଯେ କିଛି ମାଗେ ନାହିଁ
ଶ୍ରେଷ୍ଠ ଆଶ୍ରୟ – ଈଶ୍ବରଙ୍କ ଚରଣ
୧-ପୁରୁଷଟିଏ ବୁଦ୍ଧିମାନ ହେଲେ ଧନ ସମ୍ପତ୍ତି ଶୀଘ୍ର ବଢିଥାଏ,ନାରୀଟିଏ ବୁଦ୍ଧିମାନ ଥିଲେ ଘରର ସୁଖ ଶାନ୍ତି ବଜାୟ ରୁହେ , ପିଲାମାନେ ବୁଦ୍ଧିମାନ ହେଲେ ଶୀଘ୍ର ସଫଳତା ସମ୍ମାନ ମିଳିଥାଏ କିନ୍ତୁ ବୃଦ୍ଧ ପିତା ମାତା ସାଥିରେ ଥିଲେ ଘର ସ୍ବର୍ଗଠାରୁ ମଧ୍ୟ ସୁନ୍ଦର ଲାଗିଥାଏ ।
୨-ଶହେଟି ଭଲ କାମ କର ଲୋକ ଭୁଲିଯିବେ କିନ୍ତୁ ଗୋଟେ ଖରାପ କାମକୁ ମନେ ରଖିବେ ଆଉ ଜୀବନ ଯାକ ଗଞ୍ଜଣା ଦେଉଥିବେ ।
3-ମୃତ୍ୟୁ – ଏମିତି ଜଣେ କୁଣିଆଁ କାହା ଦୁଆରକୁ ଆସିଲେ ତାକୁ ଫେରେଇ ଦବାର କ୍ଷମତା ଏ ଦୁନିଆରେ କୌଣସି ଲୋକର ନାହିଁ ।
୪-ଜୀବନରେ ଯଦି ଖୁସିରେ ରହିବାକୁ ଚାହୁଁଛନ୍ତି ତା\’ହେଲେ ନିଜ ବାପା ମାଆଙ୍କୁ ଖୁସିରେ ରଖନ୍ତୁ ।
୫-ମୁଁ ଚୁପ୍ ରହିଛି ତା ମାନେ ନୁହେଁ ମୁଁ ଦୋଷ କରିଛି, ବେଳେବେଳେ SILENCE ବି BEST ANSWERହୋଇଥାଏ କେବଳ TIME କୁ ଅପେକ୍ଷା କରିଛି ।
ଶୁଭ ସକାଳ,ଆଜିର ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.।। ଜୟ ପ୍ରଭୁ ସୋମନାଥ ।।

Leave A Reply

Your email address will not be published.