ଆଜିର ଅନୁଚିନ୍ତା,ତାରିଖ – ୨୪:୧୨:୨୦୨୦ ( ଗୁରୁବାର )

0 307

➡️ଆବଶ୍ୟକତା ଠାରୁ ଅଧିକ ସରଳ ଏବଂସଚ୍ଚୋଟ ହେଲେ, ଲୋକେ ଲେମ୍ବୁପରି ଚିପୁଡ଼ି ଦେବେ, ଶେଷରେ ଲେମ୍ବୁ ଚୋପା ପରି ଆପଣ ବି ପିତା ହୋଇଯିବେ
➡️ଯଦି ଲୋକମାନେ ଆପଣଙ୍କୁ କେବଳ ଦରକାର ସମୟରେ ମନେ ପକାନ୍ତି ଖରାପ ନ ଭାବି ଗର୍ବ କରନ୍ତୁ କାରଣ ମହମବତୀ ସେବେ ମନେ ପଡିଥାଏ ଯେବେ ଅନ୍ଧାର ହୋଇଥାଏ ।
➡️ମିଛ ଲୁଚେଇଲେ ମିଛ ଲୁଚିଯାଏ କିନ୍ତୁ ସତ ନୁହେଁ ।
➡️ଭଲ ଲୋକଙ୍କୁ ଭୁଲ୍ ବୁଝୁଥିବା ମଣିଷ ଭବିଷ୍ୟତରେ ବହୁତ ପସ୍ତାଏ ।ଯେତେବେଳେ ଠିକ୍ ବୁଝିବା ଆରମ୍ଭ କରେ ସେତେବେଳକୁ ସବୁ ସରି ଯାଇଥାଏ ।
➡️ଉତ୍ସାହଠାରୁ ବଳି ଅନ୍ୟ କୌଣସି ବଳ ନାହିଁ ।ଉତ୍ସାହ ହିଁ ସର୍ବଦା ସବୁପ୍ରକାର କର୍ମ କରିବାରେ ପ୍ରବୃତ୍ତ କରିଥାଏ ।ଜୀବ ଯେଉଁ ସବୁ କର୍ମ କରେ ସେମାନଙ୍କୁ ଉତ୍ସାହ ହିଁ ସଫଳତା ଦେଇଥାଏ ।ଶୁଭ ସକାଳ।

Leave A Reply

Your email address will not be published.