ଆଜିର ରାଶିଫଳ

0 431

ନିର୍ଜଳା ଏକାଦଶୀ, ରୁକ୍ମିଣୀ ବିବାହ ଓ ଚମ୍ପକ ଦୂ|ଦଶୀ, ଶନି ବାର୨୦୨୨ ମସିହା ଅଦ୍ୟ ଜୁନ ମାସ ୧୧ ତାରିଖ,ଜେଷ୍ଠ ମାସ- ଶୁକ୍ଳ ପକ୍ଷ ,ତିଥି- ଏକା ଦଶୀ ଦ ଘ୨/୨ ପର୍ଯ୍ୟନ୍ତ ତଦ ନ୍ତେ ଦୂ|ଦଶୀ, ସୁର୍ୟୋଦୟ -ପ୍ରାତଃ ଘ୫/୧୦/ ୩୧,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/ ୨୦/୫୯,ବୃଷ, ସିଂହ ଓ କନ୍ୟା ରାଶିର ଘାତ ବାର,ମିଥୁନ ରାଶିର ଘାତଚନ୍ଦ୍ର, ଦୂ|ଦାସିର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ଶିମ୍ବ ଦିବା ଘ୬/୮ ଗତେ ପୋଇଶାଗ ଭକ୍ଷଣ ନିଷେଧ।
🐏ମେଷ👉ମନରେ ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ। ଆପଣଙ୍କୁ କାମରେ ନୂଆ ସୁଯୋଗ ମିଳିବ। ଜୀବନ ସାଥୀଙ୍କ ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ।
🐮ବୃଷ👉ପ୍ରଗତିରେ ଅବରୋଧ ହୋଇପାରେ। କୌଣସି କାମ ପାଇଁ ଓକିଲଙ୍କ ସହିତ ପରାମର୍ଶ କରିବେ। ମଉଜ ମଜଲିସ ପାଇଁ ଭଲ ଅବସର ପାଇବେ।
👩‍❤️‍👨ମିଥୁନ👉ସବୁ କାମରେ ନିଜକୁ ଯୋଗ୍ୟ ପ୍ରମାଣିତ କରିପାରିବେ। ବ୍ୟବସାୟରେ ଲାଭର ଯୋଗ ରହିଛି। ବୈବା ହିକ ଜୀବନ ଭଲ ରହିବ। ଛାତ୍ର ଙ୍କୁ ଖୁସି ଖବର ମିଳିବ।
🦀କର୍କଟ👉ନିଜର ବିଶେଷ କାମକୁ ପ୍ରଥମେ ସମାପ୍ତ କରି ବାକୁ ଚେଷ୍ଟା କରିବେ। ମିତ୍ରଙ୍କ ସହଯୋଗ ଓ ସାହାଯ୍ୟ ପାଇ ବେ। ଆର୍ଥିକ ସ୍ଥିତିରେ ସୁଧାର ହେବ।
🦁ସିଂହ👉 କିଛି ନୂଆକରି ବାକୁ ଭାବିବେ। ଅଧିକାରୀଙ୍କ ସହିତ ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ କଥାବାର୍ତ୍ତା ହେବେ। ରାଜନୀତିରେ ଲାଭ ପାଇବେ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଭଲ।
🙎‍♀️କନ୍ୟା👉ଜରୁରୀ କାମ ଶେଷ କରିବା ଲାଗି ଯୋଜନା କରିବେ। ବଡ଼ ଅଧିକାରୀଙ୍କ ସହଯୋଗ ଆପଣଙ୍କୁ ମିଳି ପାରେ। ସାମାଜିକ ସ୍ତରରେ ଲୋକପ୍ରିୟତା ବଢ଼ିବ।
⚖️ତୁଳା👉 ଭାଗ୍ୟର ସହ ଯୋଗ ପାଇବେ। ସମ୍ବନ୍ଧ ଓ କାମ ମଧୢରେ ତାଳମେଳ ବଜାୟ ରଖନ୍ତୁ। ବ୍ୟବସାୟୀଙ୍କୁ ଧନଲାଭ ହେବ। ପରୀକ୍ଷାର ପ୍ରସ୍ତୁତି ଲାଗି ଦିନଟି ଭଲ।
🦂ବିଛା👉ଆପଣ ଆତ୍ମ ବିଶ୍ବାସର ସହିତ କାମ କରିବେ। ଆର୍ଥିକ ସ୍ଥିତି ମଜଭୁତ ହେବ। ଆଇନକାନୁନ ମାମଲାରେ ଖାସ୍‌ ଲୋକଙ୍କ ସାହାଯ୍ୟ ପାଇବେ। ପରିବାର ରେ ସୁଖ ଶାନ୍ତି ବଢ଼ିବ।
🏹ଧନୁ👉କାର୍ଯ୍ୟ କ୍ଷେତ୍ରରେ ପୁରୁଣା ଜଣାଶୁଣାରୁ ଲାଭ ପାଇ ବେ। ଶତ୍ରୁ ଆପଣଙ୍କର କ୍ଷତି କରିବାକୁ ଷଡ଼୍‌ଯନ୍ତ୍ର ରଚିବେ ହେଲେ କିଛି କରିପାରିବେ ନାହିଁ। ବେପାରୀଙ୍କ ଲାଗି ଦିନଟି ବହୁତ ଭଲ।
🐊ମକର👉ଆପଣଙ୍କର ସ୍ବଭାବ ହାସ୍ୟୋଦ୍ଦୀପକ ରହିବ। ବନ୍ଧୁମାନଙ୍କ ସହିତ ସମୟ ଅତି ବାହିତ କରିବେ। ଭାବିଥିବା କାମ ସମୟ ପୂର୍ବରୁ ସ˚ପୂର୍ଣ୍ଣ ହୋଇଯିବ।
🏺କୁମ୍ଭ👉ପ୍ରତିଟି କ୍ଷେତ୍ରରେ ସତ୍ୟର ସାଥ ଦେବେ। କିଛି ନୂଆ ଅନୁଭବ ପ୍ରାପ୍ତ କରିବେ। ଆୟର ନୂଆ ଉତ୍ସ ସାମନାକୁ ଆସିବ। ପ୍ରେମ ସାଗରରେ ବୁଡ଼ ପକାଇବେ।
🐟ମୀନ👉ଆତ୍ମବିଶ୍ବାସର ସହ କାମ କରନ୍ତୁ; ସଫଳତା ନିଶ୍ଚୟ ମିଳିବ। ଅଚାନକ ଧନ ଲାଭ ହେବ। କାରବାର ବୃଦ୍ଧି ଲାଗି ନୂଆ ସୁଯୋଗ ଆସିବ। ଛାତ୍ରଙ୍କ ଲାଗି ଦିନଟି ଭଲ।
🪔 ଶୁଭ ସକାଳ🪔 ଈଶ୍ୱରଙ୍କ ସେବା କହିଲେ ତୁମେ ଯାହା ବୁଝ,ମଣିଷଙ୍କ ସେବା ତା ଠାରୁ ଅଧିକ ମୂଲ୍ୟବାନ । ଭଗବାନ ତୁମ ସେବା ଦରକାର କରନ୍ତି ନାହିଁ । ମଣିଷ କୁ ଖୁସି କରିବା ହିଁ ଭଗବାନଙ୍କୁ ଖୁସି କରିବା।ଯାହାର କ୍ଷତି ସହିବାର ଶକ୍ତି ଅଛି ,ସେ ହିଁ କେବଳ ଲାଭ ପାଇପାରିବେ ,ତାହା ବ୍ୟବସାୟ ହେଉ କିମ୍ବା ସମ୍ପର୍କ ହେଉ ଅବା କୌଣସି ଯୁଦ୍ଧ ହେଉ।🙏🏻ଜୟ ଜଗନ୍ନାଥ,ଜୟ ସୋମନାଥ🙏🏻

Leave A Reply

Your email address will not be published.