ଆଜିରରାଶିଫଳ

0 319

୨୦୨୩ମସିହା ଜାନୁୟାରୀମାସ ୩୦ତାରିଖ (ସୋମବାର)ମାଘମାସ – ଶୁକ୍ଲପକ୍ଷ ,ତିଥି-ନବମୀ ,ସୁର୍ୟୋଦୟ ପ୍ରାତଃ ଘ୦୬/୨୫/୩୧ ,ସୂର୍ଯ୍ୟାସ୍ତ ସନ୍ଧ୍ୟାଘ୦୫/୩୨/୪୭ ,ମିଥୁନରାଶିର ଘାତବାର ,ବିଛାରାଶିରଘାତଚନ୍ଦ୍ର ,ଦଶମୀର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ.ଲାଉ , କଳମଶାଗ ଭକ୍ଷଣ ନିଷେଧା
ମେଷ-ଆପଣ କେବଳ ନିଜକାମରେ ମନଯୋଗଦିଅନ୍ତୁ। ସୌଭାଗ୍ୟବଶତଃ ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ କୌଣସି ଅସୁବିଧା ହେବନାହିଁ। ଅଧ୍ୟାପକଙ୍କୁ ବଡ଼କଲେଜରେ ବଢ଼ିଆ ପ୍ରସ୍ତାବମିଳିବ। ପ୍ରେମରେ ଆପଣଙ୍କୁ ସଫଳତା ମିଳିବ।
ବୃଷ-ଗୁରୁଙ୍କ ଆଶୀର୍ବାଦନିଅନ୍ତୁ, ଦିନଟି ଭଲରେ କଟିବ। ପ୍ରତିଯୋଗିତାରେ ସଫଳତା ପାଇବେ। ବ୍ୟବସାୟ ଲାଗି ସଉଦା ପାଇଁ ଦୂରସ୍ଥାନକୁ ଯାତ୍ରାରେ ଯାଇପାରନ୍ତି। ଉଧାର ଦେଇଥିବା ପଇସା ଅଚାନକ ଫେରସ୍ତ ପାଇବେ।
ମିଥୁନ-ଘରର ବାତାବରଣରେ ଖୁସିରହିବେ। କଳା ସାହିତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବେ। ନୂଆ ସମ୍ବନ୍ଧ ଆରମ୍ଭ ହେବ। କୌଣସି ନୂଆ ପରିଯୋଜନା ଲାଗି ଆପଣଙ୍କ ମନରେ କଳ୍ପନା ଆସିବ। ବାହନ କିଣିବା ପାଇଁ ଦିନଟି ଶୁଭ।
କର୍କଟ-ଭାବନାକୁ ସକାରାତ୍ମକ ରଖନ୍ତୁ। ଆର୍ଥିକସ୍ଥିରତା ଲାଗି ପରିଶ୍ରମର ଗତି ଅଧିକ କରିବାକୁ ହେବ। ଚାକିରିରେ କିଛି ପରିବର୍ତ୍ତନ ବା ବଦଳି ହୋଇପାରେ। ସମ୍ଭବ ହେଲେ ଦୂରସ୍ଥାନ ଯାତ୍ରାରୁ ନିବୃତ୍ତ ରହନ୍ତୁ।
ସିଂହ-ସମୟ ଅନୁକୂଳ। ସ୍ଥିତି ଆପଣଙ୍କଅନୁସାରେ ବଦଳିଯିବ। ସ୍ଥଗିତଥିବା ସରକାରୀକାମ ପୂରାହେବ। ଧନପ୍ରାପ୍ତିର ପ୍ରବଳଯୋଗ ରହିଛି। ପ୍ରେମସମ୍ବନ୍ଧରେ ଗଭୀରତା ବୃଦ୍ଧିହେବ। ସୁସ୍ୱାଦୁଖାଦ୍ୟ ଭୋଜନ କରିବେ।
କନ୍ୟା-ଆପଣଙ୍କମନ ଖୁସିରହିବ। ମିଠାକଥା କହି ସମସ୍ତଙ୍କହୃଦୟ ଜିଣିନେବେ। ବ୍ୟବସାୟରେ କିଛି ନୂଆକରିବା ପାଇଁ ଦିନଟି ଶୁଭରହିବ। ରାଜନୀତିରେ ସଫଳତାମିଳିବ। ଜୀବନସାଥୀଙ୍କଠାରୁ ସୁଖ ପାଇବେ।
ତୁଳା-କର୍ମକ୍ଷେତ୍ରରେ ପରିଶ୍ରମ ଅଧିକକରିବେ ଏବଂ ସଫଳହେବେ। ସନ୍ତାନଙ୍କପକ୍ଷରୁ ଭଲଖବର ପାଇବେ। ବିଦେଶ ଯିବାପାଇଁ ଯୋଜନାକରିବେ। ପ୍ରେମୀଯୁଗଳଙ୍କ ପାଇଁ ଦିନଟି ବଢ଼ିଆରହିବ।
ବିଛା-ନିଜରଭାବନାକୁ ସକାରାତ୍ମକରଖନ୍ତୁ। ଭବିଷ୍ୟତରେ ଲାଭମିଳିବା ପାଇଁ ନିବେଶରପ୍ରସ୍ତାବ ପାଇବେ। ସନ୍ତାନଙ୍କ କୌଣସି ବିଶେଷକାର୍ଯ୍ୟ ପାଇଁ ଧନଖର୍ଚ୍ଚ ହୋଇପାରେ। ଶତ୍ରୁମାନଙ୍କପ୍ରତି ସତର୍କରହନ୍ତୁ।
ଧନୁ-ଦିନଟି ଆପଣଙ୍କୁ ସୁଖ ଓ ସୌଭାଗ୍ୟ ପ୍ରଦାନକରିବ। ଲକ୍ଷ୍ୟ ପୂରାକରିବା ଦିଶାରେ କାମକରିବେ। ଘରର ବାତାବରଣ ଆନନ୍ଦଉଲ୍ଲାସ ରହିବ। ବନ୍ଧୁଙ୍କମେଳରେ ଆପଣଙ୍କର ମାନସମ୍ମାନ ବଢ଼ିବ।
ମକର-ଆପଣଙ୍କମନ ଆଧ୍ୟାତ୍ମିକଦିଗରେ ଅଧିକ ଲାଗିରହିବ। ଆଇନକାନୁନ ମାମଲାର ସମାଧାନ ହୋଇପାରେ। କୌଣସି ବଡ଼ କଂପାନିରେ ଚାକିରି ପ୍ରସ୍ତାବ ମିଳିପାରେ। ମହିଳାଙ୍କୁ ଆଜି ସୁନ୍ଦର ଉପହାର ମିଳିବ।
କୁମ୍ଭ-ଧ୍ୟାନ ଓ ଯୋଗ ମାଧ୍ୟମରେ ଆପଣଙ୍କଭାବନା ଉପରେ ନିୟନ୍ତ୍ରଣରଖିବାର ଶିକ୍ଷାଲାଭ କରିବେ। ଆପଣଙ୍କ ରଚନାତ୍ମକ କାର୍ଯ୍ୟକଳାପରେ ଲୋକେ ପ୍ରଭାବିତ ହେବେ। ସନ୍ତାନଙ୍କ ସଫଳତାରୁ ଆପଣଙ୍କୁ ଖୁସି ମିଳିପାରେ।
ମୀନ-ଉନ୍ନତିପାଇଁ ବ୍ୟକ୍ତିପାଇବେ। ନୂଆକାମଧନ୍ଦା ସମ୍ବନ୍ଧରେ ବିଚାରକରିବେ। ଫିଲ୍ମ କଳାକାରଙ୍କୁ ବଢ଼ିଆ ପ୍ରସ୍ତାବ ମିଳିପାରେ। କୌଣସି ନିର୍ମାଣକାର୍ଯ୍ୟ ପାଇଁ ଯୋଜନା କରିବେ। ମହିଳାଙ୍କୁ ଜୀବନସାଥୀଙ୍କ ଠାରୁ ସୁନ୍ଦର ଉପହାର ମିଳିପାରେ।

ନିତୀବାଣୀ-ସଫଳ ହେବାକୁ ଚାହୁଁଥିବାବ୍ୟକ୍ତି ନିଜକାମ କରିବାରଶୈଳୀରେ ପରିବର୍ତ୍ତନ ଆଣିବାଉଚିତ୍। ଚିନ୍ତାଧାରା ନୁହେଁ।
ବାସ୍ତୁଟିପ୍ପଣୀଜାଣନ୍ତୁ ବାରଅନୁସାରେ କେଉଁକାର୍ଯ୍ୟ କଲେ ମିଳିଥାଏ ଶୁଭଫଳ…ହିନ୍ଦୁଧର୍ମରେ ପୂଜାପାଠ କିମ୍ବା ମାଙ୍ଗଳିକକାର୍ଯ୍ୟ ନିମନ୍ତେ ପ୍ରଥମେ ଶୁଭସମୟ, ଶୁଭଦିନ ଧାର୍ଯ୍ୟକରାଯାଏ। ସପ୍ତାହର ବିଭିନ୍ନବାର ପାଇଁ ଭିନ୍ନଭିନ୍ନ କାର୍ଯ୍ୟ ସ୍ଥିରକରାଯାଇଛି। ବାରଅନୁସାରେ କାର୍ଯ୍ୟକଲେ ଶୁଭଫଳ ମିଳିଥାଏ ବୋଲି ବିଶ୍ବାସରହିଛି।
ରବିବାର-ଏହା ସୂର୍ଯ୍ୟଦେବଙ୍କବାର ବୋଲି କୁହାଯାଏ। ସୂର୍ଯ୍ୟଙ୍କୁ ଆରୋଗ୍ୟର ଦେବତା କୁହାଯାଏ। ଯଦି ଜଣେ ବ୍ୟକ୍ତି ରୋଗରେ ପୀଡିତହୋଇ ଚିକିତ୍ସାକରାଇବାକୁ ଚାହୁଁଛନ୍ତି ତେବେ ରବିବାର ଅତ୍ୟନ୍ତଶୁଭ ହୋଇଥାଏ। ଏହାବାଦ୍‌ ସୁନା, ଅସ୍ତ୍ରଶସ୍ତ୍ର, ପୋଷାକ କିଣିବାପାଇଁ ଏହିଦିନ ଭଲହୋଇଥାଏ।
ସୋମବାର-ସୋମବାର ଭଗବାନଶିବଙ୍କୁ ସମର୍ପିତ। କୌଣସିସ୍ଥାନକୁ ଯାତ୍ରା କରିବାପାଇଁ ଏହିଦିନ ଅତ୍ୟନ୍ତଶୁଭ ହୋଇଥାଏ। କୌଣସି ନୂଆକାର୍ଯ୍ୟ ଆରମ୍ଭକରୁଥିଲେ ଏହିଦିନ ଭଲହୋଇଥାଏ। ବୃକ୍ଷଲଗାଇବା କିମ୍ବା ଚାଷ ସମ୍ପର୍କୀୟ କୌଣସି ଯନ୍ତ୍ରପାତି କିଣିବାପାଇଁ ଏହିଦିନ ଭଲହୋଇଥାଏ।
ମଙ୍ଗଳବାର-ମଙ୍ଗଳବାର ଭଗବାନମହାବୀରଙ୍କୁ ସମର୍ପିତ। ଏହିଦିନ ଋଣଦେବା ଭଲ। ଯଦି କୌଣସିବିଷୟକୁ ନେଇ ଦୀର୍ଘଦିନରୁ ସମସ୍ୟାରହିଛି ଏହିଦିନ କୌଣସିନିଷ୍ପତ୍ତି ନିଆଯାଇପାରିବ।
ବୁଧବାର-ରାଜନୈତିକ ନିଷ୍ପତ୍ତି ନେବାନିମନ୍ତେ ଏହିଦିନ ଅତ୍ୟନ୍ତଶୁଭଦାୟକ। ବିଦ୍ୟାର୍ଥୀଙ୍କପାଇଁ ଏହିଦିନ ଅତ୍ୟନ୍ତ ଶୁଭ। କ୍ୟାରିୟର୍‌ ସମ୍ପର୍କୀୟ କୌଣସିନିଷ୍ପତ୍ତି ବୁଧବାରଦିନ ନିଆଯାଇପାରିବ। ଏହିଦିନ ଧାରଦେବା ଆଦୌ ଶୁଭ ନୁହେଁ।
ଗୁରୁବାର-ହିଦିନ ଦାନଦକ୍ଷିଣା ସହ ପୂଜାପାଠପାଇଁ ଅତ୍ୟନ୍ତ ଭଲହୋଇଥାଏ। ଏହାସହିତ ଯେକୌଣସି ନୂଆ କାର୍ଯ୍ୟ ଆରମ୍ଭ କରିପାରିବେ।
ଶୁକ୍ରବାର-ଏହିଦିନ ନୂଆବନ୍ଧୁତା କରିବା, ଘରେ ବୈଠକଡାକିବା, ସମାଜସହିତ ଜଡ଼ିତକାର୍ଯ୍ୟ କରିବା ବେଶ୍ ଭଲ ହୋଇଥାଏ।
ଶନିବାର-ଶନିବାରଦିନ ଭଗବାନହନୁମାନ ଓ ଶନିଦେବଙ୍କୁପୂଜା କରାଯାଏ। ଏହିଦିନ ଜ୍ୟୋତିଷଙ୍କପରାମର୍ଶ କ୍ରମେ ନୂଆଘରେ ପ୍ରବେଶକରିବା ଆବଶ୍ୟକ। ନୂଆମେସିନ୍‌ କିମ୍ବା ନୂଆଯାନବାହନ କିଣିବାପାଇଁ ଏହି ଦିନ ଶୁଭଦାୟକ ହୋଇଥାଏ।ଆଜିର ଦିନଟି ମଙ୍ଗଳମୟହେଉ।
!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

 

 

 

 

Leave A Reply

Your email address will not be published.