ଆଜିର ରାଶିଫଳ

0 240

୨୦୨୩ମସିହା ମଇମାସ ୩୦ତାରିଖ ମଙ୍ଗଳବାର।ଶ୍ରୀମନ୍ଦିରରେ ରାଜେନ୍ଦ୍ରାଭିଷେକ, ଋକ୍ମିଣୀ ବିବାହ।ସୁର୍ୟ୍ୟୋଦୟ- ପ୍ରାତଃ ଘ୫/୧୧/୨ ,ସୂର୍ୟ୍ୟାସ୍ତ- ଘ୬/୧୬/୫୪ ,ଜ୍ୟେଷ୍ଠ ମାସ ,ଶୁକ୍ଳପକ୍ଷ ,ଭୌମ ବାସ ,ତିଥି- ଦଶମୀ ଦିବା ଘ୧/୨୮ମି ପର୍ୟ୍ୟନ୍ତ ତଦନ୍ତେ ଏକାଦଶୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତର ଦିଗରେ। ଦିବା ଘ୧/୨୮ମି ପରେ ଆଗ୍ନେୟ କୋଣରେ। ମଙ୍ଗଳ ବାର, ବିଷ୍ଟିକରଣ, ବ୍ୟତିପାତ ଦୋଷହେତୁ ଯାତ୍ରା ନିଷେଧ। ଘାତଚନ୍ଦ୍ର–ବୃଷରାଶିର ଘାତଚନ୍ଦ୍ର ।ଘାତବାର–ମକର ରାଶିର ଘାତବାର।ସାମ୍ବତ୍ସରିକ ଶ୍ରାଦ୍ଧ–ଦଶମୀର ଏକୋଦ୍ଦିଷ୍ଟ ଓ ଏକାଦଶୀର ପାର୍ବଣ ଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- କଳମ୍ବୀ (କଳମଶାଗ) ଦିବା ଘ୧/୨୮ମି ପରେ ଶିମ୍ବିକା (ଶିମ୍ବ) ଭକ୍ଷଣ ନିଷେଧ।ଅଶୁଭବେଳା- ବାରବେଳ ପ୍ରାତଃ ଘ୬/୪୯ମି ରୁ ଘ୮/୨୮ମି ପର୍ୟ୍ୟନ୍ତ। କାଳବେଳା ଦିବା ଘ୧/୨୩ମି ରୁ ଘ୩/୨ମି ପର୍ୟ୍ୟନ୍ତ।କାଳରାତ୍ରି ରାତ୍ରି ଘ୭/୪୦ମି ରୁ ଘ୯/୧ମି ପର୍ୟ୍ୟନ୍ତ।ଶୁଭ ବେଳା–ଅମୃତ ପ୍ରାତଃ ରୁ ଘ୭/୩୫ମି ମଧ୍ୟେ, ଦିବା ଘ୯/୧୧ମି ରୁ ଘ୧୧/୩୫ମି ମଧ୍ୟେ, ଘ୨/୪୭ମି ରୁ ଘ୩/୩୫ମି ମଧ୍ୟେ, ଅସ୍ତରୁ ରାତ୍ରି ଘ୭/୬ମି ମଧ୍ୟେ, ଘ୧୨/୧୨ମି ରୁ ଘ୨/୩୬ମି ପର୍ୟ୍ୟନ୍ତ।ମାହେନ୍ଦ୍ରବେଳା:- ଦିବା ଘ୩/୩୫ମି ରୁ ଘ୪/୨୩ମି ମଧ୍ୟେ, ରାତ୍ରି ଘ୮/୪୨ମି ରୁ ଘ୧୦/୧୮ମି ପର୍ୟ୍ୟନ୍ତ। ଶୁଭକର୍ମ:- ସୂର୍ୟ୍ୟାସ୍ତ ରୁ ରାତ୍ରି ଘ୧୦/୨୬ମି ପର୍ୟ୍ୟନ୍ତ ୧୩ ନକ୍ଷତ୍ରେ ବିବାହ (ପାଣିଗ୍ରହଣ)। ପ୍ରାତଃ ଘ୫/୩୩ମି ପରେ ସୂର୍ୟ୍ୟାସ୍ତ ମଧ୍ୟେ ୧୩ ନକ୍ଷତ୍ରେ ସାମବେଦୀ ବ୍ରତ (ଉପନୟନ)। ହସ୍ତା ନକ୍ଷତ୍ରେ ବୃକ୍ଷରୋପଣ, ନାମକରଣ, ନିଷ୍କ୍ରାମଣ, ଅନ୍ନପ୍ରାଶନ, ଯାନ ପୂଜା, ଯାନକ୍ରୟ, ଚୂଡ଼ାକରଣ, ଔଷଧ କରଣ।
🐏ମେଷ👉ଅଜାଣତରେ ଆପଣ କାହାର ଚିନ୍ତାଧାରାକୁ ଆହତ କରିପାରିବେ । ବିଦେଶ ବା ଦୂରଦେଶରେଥିବା ଆପଣଙ୍କର ଜମିଜମା ଭଲଦରରେ ବିକ୍ରିହୋଇପାରେ ଯେଉଁଥିରେ ଆପଣଙ୍କୁ ଭଲ ଲାଭହୋଇପାରେ । ଆପଙ୍କ ଆକର୍ଷଣ ଓ ବ୍ୟକ୍ତିତ୍ୱକାରଣରୁ ଆପଣଙ୍କୁ କିଛି ନୂଆମିତ୍ର ମିଳି ପାରନ୍ତି । ଆଜି ହୋଇପାରେକି ଆପଣ ଆପଣଙ୍କପ୍ରିୟଙ୍କୁ ଟଫି ଓ ଚକଲେଟ ବେଭାର ଦିଅନ୍ତୁ । ଯଦି ଆପଣ ଆପଣଙ୍କକାର୍ୟ୍ୟ ଉପରେ ଧ୍ୟାନଦେବେ ତାହେଲେ ସଫଳତା ଓ ପ୍ରତିଷ୍ଠା ଆପଣଙ୍କ ହବ । ସମୟର ଚାହିଦାଅନୁସାରେ ଆପଣ ସମସ୍ତଙ୍କଠାରୁ ଦୂରରେ ଆପଣ ଏକାକୀ ରହିବାକୁ ପସନ୍ଦକରିବେ ।ଏହା ଆପଣଙ୍କପାଇଁ ହିତକାରୀ ମଧ୍ୟ ହେବ । ଆପଣଙ୍କ ଜୀବନସାଥୀ ଆପଣଙ୍କୁ ଆଜି ପ୍ରସଂଶା କରିବେ ଓ ଆପଣଙ୍କ ସାଙ୍ଗରେ ପୁଣିଥରେ ପ୍ରେମରେ ପଡ଼ିବେ ।
🐮ବୃଷ👉ଆପଣଙ୍କୁ ଲମ୍ବା ସମୟରୁ ଅନୁଭବ ହୋଉ ଥିବା ଥକା ଓ ମାନସିକ ଚାପି ଠୁ ଆରାମ ମିଳିବ । ଏଇ ଅସୁବିଧାଠୁ ସ୍ଥାଇ ନିଜାତ ପାଇବା ପାଇଁ ଜୀବନ ଶୈଳୀରେ ପରିବର୍ତନ ଆଣିବା ପାଇଁ ଉଚିତ ସମୟ ଅଛି । ପିତା ମାତାଙ୍କ ସାହାଯ୍ୟ ପାଇଁ ଆପଣଙ୍କ ଆର୍ଥିକ ଅବସ୍ଥାରେ ଆଜି ବୃଦ୍ଧି ମିଳି ପାରେ । ପାରିବାରିକ କାର୍ୟ୍ୟ ଓ ଲମ୍ବା ସମୟରୁ ପଡ଼ି ଥିବା କାର୍ୟ୍ୟକୁ ସାରିବା ପାଇଁ ଆଜି ଦିନଟା ଉତ୍ତମ ଅଟେ । କାଳ୍ପନିକ ବିପଦକୁ ଛାଡ଼ନ୍ତୁ ଓ ନିଜର ସାଥୀଙ୍କ ସହିତ ରସମୟ ସମୟ କାଟନ୍ତୁ । ଆଜି ଦିନଟା ସମୃଦ୍ଧଶାଳୀ କାର୍ୟ୍ୟରେ ଥିବା ଲୋକଙ୍କ ପାଇଁ ସଫଳତାପୁର୍ଣ ରହିବ, ତାଙ୍କୁ ପ୍ରସିଦ୍ଧି ଓ ମାନ୍ୟତା ମିଳିବ ଯାହା ପାଇଁ ବହୁତ ସମୟରୁ ଅପେକ୍ଷା କରିଥିଲ । ଆଜି କା ଦିନ ଆପଣଙ୍କ ପାଇଁ ଲାଭକାରୀ ପ୍ରମାଣିତ ହେବ, କାରଣ ଏହା ଲାଗୁଛିକି ସମୟ ଆପଣଙ୍କ ପକ୍ଷରେ ରହିବ ଓ ଆପଣ ପ୍ରତି କାମରେ ସଫଳ ହେବେ । ଯଦି ଆପଣ ବୈବାହିକ ଜୀବନ ଦୃଷ୍ଟିରୁ ଲମ୍ବା ସମୟରୁ ନିରାଶ ଅଛନ୍ତି, ତାହେଲେ ଆଜି ଆପଣଙ୍କ ସ୍ଥତିରେ ବୃଦ୍ଧି ଅନୁଭବ କରି ପାରନ୍ତି ।
👩❤️👨ମିଥୁନ👉ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ ଓ ପ୍ରତ୍ୱେକଟି ଜିନିଷକୁ ବ୍ୟବସ୍ଥିତ ରଖନ୍ତୁ । ଆପଣଙ୍କ ପଇସା କେଉଁଠି ଓ କେମିତି ଖର୍ଚ୍ଚ ହେଉଛି ତା’ ବିଷୟରେ ଆପଣ ଯତ୍ନ ବାନ ହେବ ଉଚିତ ନଚେତ ଆଗାମୀ ଦିନମାନଙ୍କରେ ପଶ୍ଚାତାପ କରିବାକୁ ପଡ଼ିପାରେ । ପିଲା ମାନେ ଆଜି ଧ୍ୟାନ ଆକର୍ଷିତ କରିବାକୁ ଚେଷ୍ଟା କରିବେ , କିନ୍ତୁ ତା ସଙ୍ଗେ ସଙ୍ଗେ ଖୁସି ହବାର କାରଣ ବି ହେବେ । ନିଜ ସସାଙ୍ଗ ଠୁ ବହୁତ ଲମ୍ବା ସମୟ ପରେ ଦେଖା କରିବାର ବିଚାର ଭାବି ଆପଣ ହୃଦୟର ଗତି ବଢି ପାରେ । ଚାକିରୀଠୁ ଜଡିତ ଯାତ୍ରା ସକରାତ୍ମକ ଫଳ ଦେବ । ଆପଣଙ୍କୁ ଇଣ୍ଟରଭିଉ ଦେଲା ବେଳେ ମୁଣ୍ଡ ଥଣ୍ଡା ରଖି ଓ ନିଜକୁ ଅଭିବ୍ୟକ୍ତିତ କରିବା ଆବଶ୍ୟକ । ଟିଭି ବା ମୋବାଇଲର ଅତ୍ୟଧିକ ବ୍ୟବହାର ଅଯଥା ସମୟ ଅପଚୟ ବ୍ୟତୀତ ଆଉ କିଛି ହୋଇପାରେନା । ଆଜି ଦିନରେ ଆପଣଙ୍କ ସାମାନ୍ୟ ବୈବାହିକ ଜୀବନ ଠୁ କିଛି ଅଲଗା ହୋଇ ପାରେ । ଆଜି ଆପଣଙ୍କୁ ଆପଣଙ୍କର ଜୀବନ-ସାଥୀଙ୍କ ଆଡୁ କିଛ ବିଶେଷ ଦେଖିବାକୁ ମିଳି ପାରେ ।
🦀କର୍କଟ👉ଖୁବ ସାରା ଆତ୍ମବିଶ୍ୱାସ ଓ ସହଜ କାମ ଯୋଗୁଁ ଆପଣଙ୍କୁ ଆରାମ କରିବା ପାଇଁ ପର୍ୟ୍ୟାପ୍ତ ସମୟ ମିଳିବ । ଯଦି ଆପଣ କୌଣସି ନିବେଶ କରିଛନ୍ତି , ଆଜି ସେ ନେଇ ଆପଣଙ୍କୁ ଆର୍ଥିକ କ୍ଷତି ହେବାର ସମ୍ଭାବନା ଅଛି । କୌଣସି ଧାର୍ମିକ ସ୍ଥଳ କିମ୍ବା ବଂଧୁ ଘରକୁ ଆଜି ଯିବାର ସମ୍ଭାବନା ଅଛି । ଗୁପ୍ତ ସମ୍ପର୍କ ଆପଣଙ୍କ ପ୍ରତିଷ୍ଠାକୁ ହାନି କରି ପାରେ । ଚାକିରୀ କରୁଥିବା ବ୍ୟକ୍ତି ମାନଙ୍କୁ ଆଜି କାର୍ୟ୍ୟକ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ । ଆଜି ଅଜାଣତରେ ଆପଣଙ୍କଦ୍ଵାରା କୌଣସି ଭୁଲ ହୋଇପାରେ ଯାହାଦ୍ୱାରା ଆପଣଙ୍କ ଉପରିସ୍ଥ କର୍ମଚାରୀ ଆପଣଙ୍କ ଉପରେ କ୍ରୋଧ କରିପାରନ୍ତି । ବ୍ୟବସାୟୀଙ୍କ ପାଇଁ ଦିନଟି ସାଧାରଣ ରହିବ । ଆଜି ଆପଣ କୌଣସି ଉପନ୍ୟାସ ବା ପତ୍ରିକା ପଢ଼ି ସମୟ ଅତିବାହିତ କରିପାରିବେ । ଜୀବନ-ସାଥୀ ଆଜି ଆପଣଙ୍କୁ ହୋଇ ପାରେ କି ରାଗରେ ଆପଣଙ୍କୁ ଜଣେଇବେ କି ଆପଣଙ୍କ ସହିତ ରହିବା ପାଇଁ ତାଙ୍କୁ କଣ-କଣ ଭୋଗିବାକୁ ପଡ଼ି ଥିଲା ।
🦁ସିଂହ👉ଆପଣଙ୍କ ଇଚ୍ଛା ଶକ୍ତିକୁ ପ୍ରୋତ୍ସାହନ ମିଳିବ,କାରଣ ଆପଣ ବହୁତ ପ୍ରତାରଣାପୂର୍ଣ୍ଣ ସ୍ଥିତି ଠୁ ବାହାରିବାରେ ସଫଳ ହୋଇଛନ୍ତି । ଭାବନାତ୍ମକ ନିଷ୍ପତି ନେଲା ବେଳେ ବୁଦ୍ଧି ପ୍ରୟୋଗ କରିବା ଭୁଲନ୍ତୁ ନାହିଁ । ଚନ୍ଦ୍ରଙ୍କ ସ୍ଥିତିପାଇଁ ଆଜି ଆପଣଙ୍କୁ ଅକାରଣ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ । ଯଦି ଆପଣଙ୍କୁ ଧାନ ସଂଚୟ କରିବାର ଅଛି, ତେବେ ଏ ବିଷୟରେ ନିଜ ମାତାପିତା ଅଥବା ସହଭାଗିନୀଙ୍କ ସହିତ କଥାବାର୍ତା କରନ୍ତୁ । ଆପଙ୍କ ଅତ୍ୟଧିକ ସ୍ୱତଂତ୍ର ଜୀବନ ଶୈଳୀ ଯୋଗୁଁ ଘରେ ବିବାଦ ସୃଷ୍ଟି ହୋଇ ପାରେ – ତେଣୁ ରାତିରେ ଡେରିରେ ଘରକୁ ଫେରିବା ଓ ଅନ୍ୟ ମାନଙ୍କ ଉପରେ ଖର୍ଚ୍ଚ କରିବା ବନ୍ଦ କରନ୍ତୁ । ନିଜ ପ୍ରିୟଙ୍କ ସହିତ ଆଜି ଉତ୍ତମ ବ୍ୟବହାର କରନ୍ତୁ । ଯୋଗ୍ୟ ଲୋକଂକର ସ୍ପର୍ଶରେ ଆସି ନୂଆ ବିଚାର ଓ ଯୋଜନା ଆସିପାରୋ ଆଜିକୁ କାମ ଆଜି ସାରିଦେବ ଉଚିତ । ଆଜିର କାମକୁ କଲି ପାଇଁ ରଖିଲେ କାମ ବେଶୀ ବଢ଼ିଯିବ ଏବଂ ଆପଣ ନିଜପାଇଁ କେବେ ସମୟ ପାଇବେନି । ଆପଣ ଓ ଆପଣଙ୍କ ଜୀବନ-ସାଥୀଙ୍କ ମଧ୍ୟରେ କୌଣସି ଅଜଣା ଲୋକ କାରଣରୁ ଯୁକ୍ତି-ତର୍କ ହୋଇ ପାରେ ।
🙎♀️କନ୍ୟା👉ଗର୍ଭବତୀ ମହିଳା ମାନଙ୍କ ଚଲା-ବୁଲା କଲା ସମୟରେ ବିଶେଷ ଧ୍ୟାନ ରଖିବାର ଆବଶ୍ୟକତା ଅଛି । ଯଦି ସମ୍ଭବ ତା ଏମିତି ଲୋକଙ୍କ ଠୁ ଦୁରେଇ ରୁହନ୍ତୁ ଯେଉଁ ମାନେ ସିଗାରେଟ ଟାଣନ୍ତି,କାରଣ ଏହା କାରଣରୁ ନବଜାତ ଶିଶୁକୁ ବିପଦ ହୋଇ ପାରେ । ଅର୍ଥ କୋଷ ଓ ଯୋଜନାରେ ନିବେଶ କରିବା ଆପଣଙ୍କ ପାଇଁ ଉପକାରି ରହିବ । ଆପଣଙ୍କ ପୁର୍ଣ ଉର୍ଜା ଓ ଉତ୍ସାହ ସକରାତ୍ମକ ପରିଣାମ ଆଣିବେ ଓ ଘରୋଇ ବିବାଦ ଦୂର କରିବାରେ ସାହାଯ୍ୟ କରିବେ । ଆଜି ଆପଣଙ୍କ ଖୁସିର କିଛି ମାନେ ନାହିଁ,ହସରେ ସେଇ ଚମକ ନାହିଁ,ହୃଦୟର ସ୍ପନ୍ଦନ ବନ୍ଦ ହେବ ପରି ଲାଗୁଚି କାରଣ ଆପଣ କୌଣସି ଗୁରୁତ୍ୱପୂର୍ଣ ସାଥୀଙ୍କ ଅନୁପସ୍ଥିତି ଅନୁଭବ କରୁଛନ୍ତି । ନିର୍ଭୀକ ପଦକ୍ଷେପ ଓ ଯୋଜନା ଯୋଗୁଁ ହିତକାରୀ ପାରିତୋଷିକ ମିଳି ପାରେ । ଆଜି ଆପଣ ଆପଣଙ୍କର କୌଣସି ବନ୍ଧୁଙ୍କ ସହ ସମୟ କଟାଇପାରନ୍ତି । କିନ୍ତୁ ମଦ୍ୟପାନରୁ ନିଜକୁ ନିବୃତ ରଖିବେ କାରଣ ଏହା କେବଳ ସମୟର ଅପଚୟ ହେବ । ଲମ୍ବା ସମୟ ଯାଏଁ କାମ-କାର୍ୟ୍ୟର ଚାପ ଆପଣଙ୍କ ବୈବାହିକ ଜୀବନରେ ବିପଦ ଠିଆ କରି ପାରେ । ଆଜି ସବୁ ଅସନ୍ତୋଷ ଦୂର ହୋଇ ଯିବ ।
⚖️ତୁଳା👉ଗର୍ଭବତୀ ମହିଳା ମାନଙ୍କ ଚଲା-ବୁଲା କଲା ସମୟରେ ବିଶେଷ ଧ୍ୟାନ ରଖିବାର ଆବଶ୍ୟକତା ଅଛି । ଯଦି ସମ୍ଭବ ତା ଏମିତି ଲୋକଙ୍କ ଠୁ ଦୁରେଇ ରୁହନ୍ତୁ ଯେଉଁ ମାନେ ସିଗାରେଟ ଟାଣନ୍ତି,କାରଣ ଏହା କାରଣରୁ ନବଜାତ ଶିଶୁକୁ ବିପଦ ହୋଇ ପାରେ । ଆପଣଙ୍କ ଭାଇ ଭଉଣୀଙ୍କ ମଧ୍ୟରୁ କେହି ଆଜି ଆପଣଙ୍କୁ ଉଧାର ମାଗିପାରେ । ଆପଣ ତାଙ୍କୁ ଉଦ୍ଧାର ଦେଇ ତ ଦେବେ କିନ୍ତୁ ସେଥିପାଇଁ ଆପଣଙ୍କର ଆର୍ଥିକ ଅବସ୍ଥା ପ୍ରଭାବିତ ହୋଇପାରେ । ଆପଣଙ୍କୁ ନିଜ ଘର ପରିବେଶରେ କିଛି ସକରାତ୍ମକ ପରିବର୍ତନ କରିବା ଆବଶ୍ୟକ । ଆଜି ଆପଣଙ୍କ ପ୍ରିୟ ଆପଣଙ୍କୁ ଖୁସି କରିବା ପାଇଁ ଅନେକ ପ୍ରୟାସ କରିବେ । ଆଜି ନିଜ ଯୋଜନାରେ ଆଗକୁ ବଢିବା ପାଇଁ ଘର ଲୋକଙ୍କୁ ବୁଝେଇ ବାରେ ଅସୁବିଧା ହୋଇ ପାରେ । ଆଜି ଆପଣଙ୍କ ସମାନରେ ଗୁଡ଼ାଏ ବିବାଦାସ୍ପଦ ବିଷୟ ଆସି ପାରେ ଯାହାର ସମାଧାନ କରିବା ନିହାତି ଜରୁରୀ । ଆପଣ ଓ ଆପଣଙ୍କ ଜୀବନ-ସାଥୀଙ୍କୁ ଆଜି ଗୋଟେ ବିଶେଷ ଖବର ମିଳିବ ।
🦂ବିଛା👉ବିପଦର ସମ୍ମୁଖୀନ ହେବାକୁ ପଡି ପାରେ । ବିଶ୍ଵାସ ହରାନ୍ତୁ ନାହିଁ ଓ ଇଛିତ ଫଳ ପାଇବା ପାଇଁ କଷ୍ଟ କରନ୍ତୁ । ଏହି ଅସଫଳତାକୁ ଉନ୍ନତିର ସୂତ୍ର ବନାନ୍ତୁ । ଅସୁବିଧା ସମୟରେ ବଂଧୁ କାମରେ ଆସିବେ । ନିଜର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ ଓ ଆଜି ହାଥ ଖୋଲିକି ବ୍ୟୟ କରିବାଠୁ ଦୁରେଇ ରୁହନ୍ତୁ । ଆଜି ଆପଣଙ୍କ ପିଲା ମାନେ ଘରେ କିଛି ଗୋଟେ କଥାକୁ ନେଇକି ବିବାଦ ସୃଷ୍ଟି କରିବେ – କିଛି ବି ନିର୍ଣୟ ନେବା ଆଗରୁ ଭଲ ଭାବରେ ପ୍ରମାଣିତ ପର୍ୟ୍ୟବେକ୍ଷଣ କରନ୍ତୁ । ନିଜର ପ୍ରିୟାର ବିଶ୍ୱସ୍ତ ହେବ ଉପରେ ସନ୍ଦେହ କରନ୍ତୁ ନାହିଁ । କାର୍ୟ୍ୟସ୍ଥଳରେ ଉର୍ନତି ଓ ଅଗ୍ରସର ହେବାକୁ ହେଲେ ନୂଆ ନୂଆ ଟେକନୋଲଜି ଜାଣି ନିଜକୁ ଯୁଗୋପଯୋଗୀ କରନ୍ତୁ । ଆଜି ଘରେ ପାର୍ଟି ଯୋଗୁଁ ଆପଣଙ୍କ ବହୁମୂଲ୍ୟ ସମୟ ନଷ୍ଟ ହୋଇପାରେ । ଆଜି ଆପଣ ନିଜର ଜୀବନର କିଛି ସ୍ମରଣୀୟ ସନ୍ଧ୍ୟା ଭିତରୁ ଗୋଟେ ନିଜର ଜୀବନ-ସାଥୀ ସହିତ ବିତାଇ ପାରନ୍ତି ।
🏹ଧନୁ👉ଅତ୍ୟାଧିକ ଯାତ୍ରା କରିବା କାରଣରୁ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇ ପାରେ । ଆଜି ଆପଣ ଆପଣଙ୍କର ଜୀବନସାଥୀ ସହିତ ମିଶି କୌଣସି ଆର୍ଥିକ ଯୋଜନା କରିପାରନ୍ତି । ଏହି ଯୋଜନା ସଫଳ ହେବାର ଆଶା ଅଛି । ଆପଣଙ୍କର ଅନ୍ୟଙ୍କୁ ପ୍ରଭାବିତ କରିବାର କ୍ଷମତା ଆପଣଙ୍କ ପାଇଁ ସକାରାତ୍ମକ ସୁହଜ ଆଣିବ । ଆପଣଙ୍କ ସାଥୀ ସାଂଗରେ ସମୟ କଟେଇକି ବହୁତ ଖୁସି ଅନୁଭବ କରିବେ । ଯଦି ବି ଆପଣଙ୍କର ବରିଷ୍ଠ କର୍ମଚାରୀ ମାନଙ୍କ ପଟୁ କିଛି ବିରୋଧ ପାଇବେ, ତେବେ ବି ମୁଣ୍ଡ ଥଣ୍ଡା ରଖିବାଟା ଆପଣଙ୍କ ପାଇଁ ଉପକାରୀ ଅଟେ । ଅଭାବୀ ଲୋକଙ୍କର ସାହାଯ୍ୟ କରିବାର ଗୁଣ ଆପଣଙ୍କୁ ସମାନ ଦେବ । କୌଣସି ପୁରୁଣା ସାଙ୍ଗ ଆପଣ ଓ ଆପଣଙ୍କ ଜୀବନସାଥୀ ସହିତ ସହିତ ସ୍ମୃତିକୁ ମନେ ପକେଇବେ ।
🐊ମକର👉ଆପଣଙ୍କୁ ନିଜର ସ୍ୱାସ୍ଥ୍ୟ ପ୍ରତି ବେଶୀ ସାବଧାନ ରହିବା ଉଚିତ ବିଶେଷ କରିକି ରଖଚାପ ରୋଗୀ ମାନଙ୍କୁ । ଆପଣଙ୍କର କୌଣସି ବନ୍ଧୁ ଆପଣଙ୍କଠାରୁ ଆର୍ଥିକ ସହାୟତା ମାଗିପାରେ । ତାଙ୍କୁ ସାହାଯ୍ୟ କଲେ ଆପଣ ଆର୍ଥିକ ଭାବରେ ପଙ୍ଗୁ ହୋଇପାରନ୍ତି । ନିଜ ପିଲାଙ୍କ ସହିତ ଗୋଟେ ସାଙ୍ଗ ପରି ସମ୍ପର୍କ ରଖନ୍ତୁ । ପୁରୁଣା କଥାକୁ ପଛରେ ଛାଡ଼ିକି ଆଗକୁ ଆସୁଥିବା ଶୁଭ ସମୟ ଆଡକୁ ଦେଖନ୍ତୁ । ଆପଣଙ୍କ ଚେଷ୍ଟା ନିହାତି ଫଳ ଦେବ । ନିଜର ପ୍ରିୟ ସହିତ ବୁଲା-ବୁଲିରେ ଯିବା ବେଳେ ଜୀବନକୁ ପୁରା ସମାପନ ସହିତ ବଞ୍ଚନ୍ତୁ । ଲମ୍ବିତ ବ୍ୟବସାୟ ଯୋଜନା ଆରମ୍ଭ ହେବ । ସମୟ ବହୁତ ମୂଲ୍ୟବାନ । ତେଣୁ ତାର ସଦୁପଯୋଗ କରିବା ନିତାନ୍ତ ଆବଶ୍ୟକ । କିନ୍ତୁ ତା ମଧ୍ୟରେ ପରିବାର ଓ ନିଜ ପାଇଁ ସମୟ କାଢ଼ିବ ବି ଅତି ଜରୁରୀ । ଆଜି ଦିନରେ ଆପଣ ବୈବାହିକ ଜିଅନର ପ୍ରକୃତ ମଜା ନେଇ ପାରିବେ ।
🏺କୁମ୍ଭ👉ଆପଣଙ୍କ ସ୍ପଷ୍ଟ ଓ ନିର୍ଭୟ ଚିନ୍ତାଧାରା ଆପଣଙ୍କ ସାଙ୍ଗର ଗର୍ବକୁ କ୍ଷତି କରି ପାରେ । ଯଦି ଆପଣଙ୍କର ଯାତ୍ରା କରିବାର ଅଛି , ସତର୍କତା ଅବଲମ୍ବନ କରନ୍ତୁ । ଆଜି ଆପଣଙ୍କର ମୂଲ୍ୟବାନ ବସ୍ତୁ ଚୋରି ହୋଇପାରେ । ବିଶେଷତଃ ଆପଣଙ୍କର ପର୍ସ ର ଧ୍ୟାନ ରଖନ୍ତୁ । ଆପଣ ନିଜର ଅସୁବିଧାକୁ ଭୁଲିକି ପରିବାର ସହିତ ଭଲ ସମୟ କାଟିବେ । ଯେଉଁ ଲୋକ ମାନେ ପ୍ରେମର ସଂଗୀତରେ ବୁଡ଼ିକି ଅଛନ୍ତି, କବଳ ସେହି ମାନେ ଏହି ସୁରା-ତାଳର ଆନନ୍ଦ ନେଇ ପାରିବେ । ଆଜିକା ଦିନ ଆପଣ ବି ସେଇ ସଂଗୀତକୁ ଶୁଣି ପାରିବେ, ଯାହା ଦୁନିଆର ବାକିଗୀତକୁ ବୁଲେଇଦବ । କିଛି ସହକର୍ମୀ କିଛି କଥାକୁ ନେଇକି ଆପଣଙ୍କ କାର୍ୟ୍ୟଶୈଳୀ ଠୁ ଦୁଖୀ ହେବେ, କିନ୍ତୁ ସେମାନେ ଆପଣଙ୍କୁ ଜଣେଇବେନି । ଯଦି ଆପଣଙ୍କୁ ଲାଗୁଚି କି ପରିଣାମ ଆପଣଙ୍କ ଆସ ଅନୂସାରରେ ଆସୁନି, ତାହେଲେ ନିଜର ଯୋଜନାକୁ ପୁଣି ଠାରେ ବିସ୍ଲେସଣ କରନ୍ତୁ । ଆଜି ନିଜର ସାମାଜିକ ଜୀବନକୁ ସମୟ ଦେବାକୁ ସୁଯୋଗ ପାଇବେ ଓ ନିଜର ପସନ୍ଦର କାମ କରି ପାରିବେ । ଆଜି ଦିନ ଆପଣଙ୍କ ପାଇଁ ବେଶୀ ଭଲ ରହିବ ନାହିଁ କାରଣ କିଛି କଥାରେ ଆପଣଙ୍କ ଭିତରେ ଅସହମତି ମଧ୍ୟ ହୋଇ ପାରେ, ଏହା ଦ୍ୱାରା ଆପଣଙ୍କ ସମ୍ପର୍କ ଦୁର୍ବଳ ହୋଇପାରେ ।
🐟ମୀନ👉ଆଶାବାଦୀ ରୁହନ୍ତୁ ଓ ଉଜ୍ବଳ ପକ୍ଷକୁ ଦେଖନ୍ତୁ । ଆପଣଙ୍କ ବିଶ୍ୱାସ ଓ ଆଶା ଆପଣଙ୍କ ଇଚ୍ଛା ପୁରୁଣ ହେବ ପାଇଁ ନୂତନ ଦ୍ୱାର ଖୋଲିବ । କାନ୍ତି ଓ ମନୋରଞ୍ଜନ ଉପରେ ଅଧିକ ଖର୍ଚ୍ଚ କରନ୍ତୁ ନାହିଁ । ଆପଣଙ୍କ ପିଲାଙ୍କ ପୁରସ୍କାର ବିତରଣର ସମାରୋହର ନିମନ୍ତ୍ରଣ ପାଇ ଖୁସି ଅନୁଭବ କରିବେ । ସିଏ ଆପଣଙ୍କ ଆଶା ପୂରଣ କରିବ ଓ ଆପଣ ନିଜ ପିଲା ଦ୍ୱାରା ନିଜର ସ୍ବପ୍ନ ସାକାର ହୋଇ ଥିବା ଦେଖିବେ । କାମ ଅଟକି ଥିବା ସତ୍ୱେ ପ୍ରେମ ଓ ବାହାରକୁ ଯାଇକି ବୁଲା ବୁଲି କରିବାର ବିଚାର ଆପଣଙ୍କ ମନରେ ଚେଇଁ ରହିବ । କାର୍ୟ୍ୟସ୍ଥଳରେ ଜ୍ଞାନ , ବିବେକ ଓ ବୁଦ୍ଧିର ସହିତ କାମ କରିବେ । ଆଜି ଏମିତି ବ୍ୟବହାର କରନ୍ତୁ ଜେ ପରି ଆପଣ ଜଣେ ବଡ ପ୍ରସିଦ୍ଧ କଳାକାର,କିନ୍ତୁ କେବଳ ସେଇ ଜିନିଷର ପ୍ରସଂଶା କରନ୍ତୁ ଯିଏ ପ୍ରସଂସାର ପାତ୍ର । ବୈବାହିକ ଜୀବନକୁ ଅଧିକ ସୁଖମୟ ବଣେଇବାର ଚେଷ୍ଟା ଆଶାରୁ ଅଧିକ ରଙ୍ଗ ଆଣିବ ।
ନିତୀବାଣୀ-ରୂପଠାରୁ ଚରିତ୍ର ବଡ଼-ପ୍ରେମଠାରୁ ତ୍ୟାଗ ବଡ଼-ଧନଠାରୁ ମାନବିକତା ବଡ଼-ହେଲେ ସୁନ୍ଦର ସମ୍ପର୍କଠାରୁ ବଡ଼ ଏ ଦୁନିଆରେ କିଛି ବି ନାହିଁ।

✡️ବାସ୍ତୁଟିପ୍ପଣୀ✡️ସକାଳେ ଘରର ମୁଖ୍ୟକବାଟ ଖୋଲିବାପରେ କରନ୍ତୁ ଏହି ଛୋଟକାମ, ଘରକୁଆସିବ ସୁଖସମୃଦ୍ଧିାଯଦି ଘରରଦ୍ୱାରମୁହଁ ବାସ୍ତୁଅନୁଯାୟୀ ହୋଇଥାଏ ତେବେ ସେହିଘରେ ରହୁଥିବାଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଠିକ ରହିଥାଏ ଏବଂ ସେହିଘରେ ରହୁଥିବାଲୋକଙ୍କ ସୁଖସମୃଦ୍ଧି ବଢିଯାଏ । ଶାସ୍ତ୍ରରେ ମୁଖ୍ୟଦ୍ୱାରକୁ ଗ୍ରହମାନଙ୍କଦ୍ୱାର ବୋଲି ମନାଯାଏ ।ଭାରତୀୟ ହିନ୍ଦୁ ଶାସ୍ତ୍ର ଅନୁସାରେ ଘରର ଦ୍ୱାର କୁ କଳସ,ଆମ୍ବ ପତ୍ର, ନଡ଼ିଆ ,ଫୁଲ,ଅଶୋକ ଦ୍ଵାରା ସଯାଇବାର ପରମ୍ପରା ରହିଛି । ତେବେ ଆସନ୍ତୁ ଜାଣିବା ଘରର କିଛି ସମସ୍ୟା ଦୂର କରିବା ପାଇଁ ଉପାୟ । ଯେତେବେଳ ଆପଣ ଦ୍ୱାରମୁହଁ କବାଟଖୋଲୁଛନ୍ତି ସେତେବେଳେ କିଛି ଗଙ୍ଗାଜଳ ଆଣିକି ଛିଞ୍ଚନ୍ତୁ । ଘରର କବାଟରେ ସ୍ୱସ୍ତିକଚିହ୍ନ ମଧ୍ୟ ବନାନ୍ତୁ । ଏହା ଅତ୍ୟନ୍ତଶୁଭ ହୋଇଥାଏ ଏବଂ ସେହି ସ୍ୱସ୍ତିକଚିହ୍ନକୁ ହଳଦୀ ଓ ସିନ୍ଦୁରଦ୍ଵାରା କରନ୍ତୁ ଏବଂ ଏହାକୁ ସୂର୍ୟ୍ୟଉଦୟ ପୂର୍ବରୁ ହି କରନ୍ତୁ । ଘରର ଦ୍ଵାରମୁହଁରେ ଅଶୋକ ଓ ଆମ୍ବର ପତ୍ରକୁ ସୂତାରେବାନ୍ଧି ଘରର ଦୁଆରମୁହଁରେ ଲଗାନ୍ତୁ । ଏହି ସବୁ ଉପାୟ କରିବାଦ୍ଵାରା ଆପଣଙ୍କ ଘରକୁ କୋ÷÷ଣସି ଖରାପଶକ୍ତି ପ୍ରଵେଶ କରିପାରିବନାହିଁ । ଘରେ ସର୍ବଦା ସୁଖ ଶାନ୍ତି ବଜାୟ ରହିବ ।ଯଦି ଆପଣଙ୍କର ଦ୍ୱାର ସବୁବେଳେ ପରିଷ୍କାର ରହିଥାଏ ତେବେ ସେହି ମୁଖ୍ୟଦ୍ୱାର ମାଧ୍ୟମରେ ଘରକୁ ସମସ୍ତପ୍ରକାର ଭଲଶକ୍ତି ପ୍ରବେଶ କରିଥାନ୍ତି । ଏହାଦ୍ୱାରା ଆପଣ ଏବଂ ଆପଣଙ୍କ ପରିବାରର ସମସ୍ତ ସଦସ୍ୟ ସବୁବେଳେ ଖୁସିରେ ରହିଥାନ୍ତି । ଘରର ମୁଖ୍ୟଦ୍ୱାର ଉପରେ କେବେ ମଧ୍ୟ କୌଣସିପ୍ରକାର ବୃକ୍ଷର ଛାଇ ପଡିବା ଉଚିତନୁହେଁ ।ଆଜିର ଦିନଟି ମଙ୍ଗଳମୟ ହେଉ!!ଜୟ ଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Leave A Reply

Your email address will not be published.