ଆଜିର ରାଶିଫଳ

0 169

୨୦୨୩ମସିହା ଅକ୍ଟୋବରମାସ ୨ତାରିଖ ସୋମବାର ।ସଙ୍କଟ ଚତୁର୍ଥୀବ୍ରତ ,ସୁର୍ଯ୍ୟୋଦୟ- ଘ୫/୪୧/୧୦ ,ସୂର୍ଯ୍ୟାସ୍ତ- ଘ୫/୩୧/୧୬ ,ଆଶ୍ବିନମାସ ,କୃଷ୍ଣପକ୍ଷ ,ଚନ୍ଦ୍ରବାସ ,ତିଥି- ତୃତୀୟା ଦିବା ଘ୭/୩୦ମି ପର୍ଯ୍ୟନ୍ତ ତଦନ୍ତଚତୁର୍ଥୀ। ,ନକ୍ଷତ୍ର- ଦ୍ବିଜା ସନ୍ଧ୍ୟା ଘ୬/୫୭ମି ପର୍ଯ୍ୟନ୍ତ ତଦନ୍ତେ କୃତ୍ତିକା ନକ୍ଷତ୍ର।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଆଗ୍ନୟକୋଣରେ, ଦିବା ଘ୭/୩୦ମି ପରେ ନୈର୍ଋତକୋଣରେ। ରିକ୍ତାତିଥି, ବିଷ୍ଟିକରଣ ଦୋଷହେତୁ ଯାତ୍ରାଦିଶୁଭକର୍ମ ନିଷେଧ।ଘାତଚନ୍ଦ୍ର–ମେଷରାଶିର ଏବଂ ରାତ୍ରିଘ୧୨/୫୦ମି ପରେ ବିଛା ରାଶିର ଘାତଚନ୍ଦ୍ର।ଘାତବାର–ମିଥୁନରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ମହାଳୟାବିଧିରେ ହେବ।ନିଷିଦ୍ଧଖାଦ୍ୟ- ପଟୋଳ, ଦିବା ଘ୭/୩୦ମି ମୂଳାଭକ୍ଷଣ ନିଷେଧ।ଅଶୁଭ ବେଳା- କାଳବେଳାଦିବା ଘ୭/୧୦ମି ରୁ ଘ୮/୩୮ମି ପର୍ଯ୍ୟନ୍ତ।ବାରବେଳା ଦିବା ଘ୨/୩୨ମି ରୁ ଘ୪/୦ମି ପର୍ଯ୍ୟନ୍ତ।କାଳରାତ୍ରିରାତ୍ରି ଘ୧୦/୪ମି ରୁ ଘ୧୧/୩୫ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତସୂର୍ଯ୍ୟୋଦୟ ରୁ ଦିବା ଘ୭/୧୮ମି ମଧ୍ୟେ, ଘ୮/୫୪ମି ରୁ ୧୧/୧୮ମି ମଧ୍ୟେ, ରାତ୍ରି ଘ୭/୫୨ମି ରୁ ଘ୧୧/୪ମି ମଧ୍ୟେ, ଘ୨/୧୬ମି ରୁ ଘ୩/୪ମି ପର୍ଯ୍ୟନ୍ତ ,ମାହେନ୍ଦ୍ରବେଳା-ନାହିଁ। ପୁଷ୍କରଦୋଷ- ମୃତବ୍ୟକ୍ତିର ସନ୍ଧ୍ୟାଘ୬/୫୭ମି ପରେ ୧ପାଦ ନକ୍ଷତ୍ର ପୁଷ୍କରଦୋଷ‌।ଫଳଂ ଗୋତ୍ରବଂଶ ସନ୍ତାନ ସନ୍ତତିର ବିନାଶ।ତିଳସୁବର୍ଣ୍ଣଦାନ ସହିତ ହୋମାଦି ଶାନ୍ତିବିଧେୟ।ପ୍ରଥମରଜୋଦର୍ଶନେ- ରଜଶ୍ଚକ୍ରେ କନ୍ୟାରଦଶମାସ ଏବଂ ସନ୍ଧ୍ୟାଘ୬/୫୭ମି ପରେ ସମ୍ବତ୍ସର ଗଣ୍ଡଦୋଷ।ଫଳଂ ସ୍ତ୍ରୀ ବିଧବା।ସନ୍ଧ୍ୟା ଘ୬/୫୭ମି ପରେ ଦରିଦ୍ରା। ରଜଶ୍ଚକ୍ରେ ବେଶ୍ୟା।ଘୃତକାଂସ୍ୟ ପାତ୍ର, ଶୁକ୍ଳବସ୍ତ୍ର ତିଳସୁବର୍ଣ୍ଣ ତଣ୍ଡୁଳଦାନ କରଣୀୟ।ପ୍ରାତଃ ଘ୭/୩୦ମି ଗତେ ତିଥିଦୋଷ ହେତୁ ଦୁର୍ଗାଙ୍କୁ ଲାଲରଙ୍ଗର ପୁଷ୍ପ ଅର୍ପଣ।ଶୁଭକର୍ମ:- ନାହିଁ ।
ମେଷ-ଆଜି ଆପଣ ନିଜର ସୀମାଠାରୁ ବାହାରକୁଆସି କୌଣସିପ୍ରକାରର ବିପଦ ଉଠାଇବାକୁ ଚ଼ାହିଁବେ । ଆପଣ ନିଜଜୀବନରେ ବହୁତକିଛି ଜିନିଷ ଆଗକୁବଢ଼ାଇବାକୁ ଚ଼ାହିଁବେ,ଯେପରିକି ଆପଣଙ୍କର ସମ୍ପର୍କ ଏବଂ ବ୍ୟବସାୟ ଇତ୍ୟାଦି ।
ବୃଷ-ଆପଣଙ୍କଦିନ ମଙ୍ଗଳମୟହେଉ ଘରବାଲା ହେଉବା ସାଙ୍ଗମାନଙ୍କର ଖରାପ ବ୍ୟବହାରଠାରୁ ଆପଣଙ୍କୁ ଟିକେ ସତର୍କରହିବା ଉଚ଼ିତ୍ ।ଏହା ହୁଏତ ଛୋଟଛୋଟ କଥାହୋଇପାରେ କିନ୍ତୁ ଆସନ୍ତା ସମୟରେ ଏହା ଆପଣଙ୍କ ସମ୍ପର୍କରେ ବାଧା ସୃଷ୍ଟି କରିପାରେ ।
ମିଥୁନ-ଆପଣଙ୍କଦିନ ମଙ୍ଗଳମୟହେଉ ଆଜିଆପଣଙ୍କୁ ନିଜରବିଚ଼ାରକୁ ସ୍ପଷ୍ଟତାରେ ଅଭିବ୍ୟକ୍ତ କରିବାପାଇଁ ଚ଼େଷ୍ଟାକରିବା ଉଚ଼ିତ୍ ।ଆପଣ ବହୁତଭଲ ବିଚ଼ାରରେ ଭର୍ତିଅଛନ୍ତି କିନ୍ତୁ ଏବିଚ଼ାର ନିଜରସହତ୍ତ୍ୱ ହଜାଇ ଦେବେ ଯଦି ଆପଣତାକୁ ଠିକ୍ ଭାବରେ ବ୍ୟକ୍ତ ନକରିପାରିବେ ।
କର୍କଟ-ଆପଣଙ୍କଦିନ ମଙ୍ଗଳମୟହେଉ ଆଜିଆପଣ ବହୁତପରିସ୍ଥିତି ସାମନାକରି ନିଜସାହସକୁ ବଜାୟରଖନ୍ତୁ ।ବେଳେବେଳେ ଆପଣ ଅନ୍ୟମନସ୍କ କିମ୍ବା ଉତ୍ତେଜିତହୋଇପାରନ୍ତି ।ଆଜିଆପଣଙ୍କୁ ବୃଦ୍ଧିମତାସହିତ କାମ କରିବାକୁ ପଡ଼ିବ ।
ସିଂହ-ଆପଣଙ୍କଦିନ ମଙ୍ଗଳମୟହେଉ ଆଜିଆପଣ ନିଜରଖରାପ ବ୍ୟବହାରକୁଛାଡ଼ି ଭଲବ୍ୟବହାରକୁ ସ୍ୱୀକାର କରିବାଉଚ଼ିତ୍ ।ଆଜିଆପଣ ନିଜସମ୍ପର୍କ ଉପରେ ମଧ୍ୟ ନଜରରଖିବେ ଏବଂ ତାଙ୍କୁ ଆହୁରୀଉଚ୍ଚାରେ ପହଁଞ୍ଚା ଇବାକୁ ଭାବିବେ । ଆଜିରଦିନ ଆତ୍ମବିଶ୍ୱାସତାର ଦିନ ଅଟେ ।
କନ୍ୟା-ଆପଣଙ୍କଦିନ ମଙ୍ଗଳମୟହେଉ ଆଜିଆପଣଙ୍କୁ ନିଜରସମ୍ପ୍ରେକ୍ଷଣ କଳାର ଉପଯୋଗକରିବାକୁ ହେବ, ଆଜିଆପଣ ନିଜକୁନିଜେ ହୁଏତ ଏକ ଅସୁବିଧାପରିସ୍ଥିତିରେ ପାଇବେ, ଯାହାକି ଅନ୍ୟଙ୍କଦ୍ୱାରା ସୃଷ୍ଟି କରା ଯାଇଛି ।
ତୁଳା-ଆପଣଙ୍କଦିନ ମଙ୍ଗଳମୟହେଉ ଆଜି ଆପଣଙ୍କୁ ଏମିତି ଗୋଟିଏ ଜ୍ଞାନ ପ୍ରାପ୍ତି କରିବାର ଅବସର ମିଳିବ ଯେଉଁଥିରେ କି ଆପଣଙ୍କୁ ଲାଭ ହେବ ।ଏହି ଜ୍ଞାନ ଆପଣଙ୍କୁ କୌଣସି ବ୍ୟକ୍ତି କିମ୍ବା ପୁସ୍ତକରୁ ପ୍ରାପ୍ତ ହୋଇପାରେ ।
ବିଛା-ଆପଣଙ୍କଦିନ ମଙ୍ଗଳମୟହେଉ କୌଣସି ମହତ୍ତ୍ୱପୂର୍ଣ୍ଣ ବ୍ୟକ୍ତି ହୁଏତ ଆପଣଙ୍କୁ ଭୂଲ ବୁଝିପାରନ୍ତି । ସାବଧାନ ରୁହନ୍ତୁ ଏବଂ ଠିକ୍ ଭାବରେ ନିଜର କଥା ସେମାନଙ୍କୁ ବୁଝାଇବାକୁ ଚ଼େଷ୍ଟାକରନ୍ତୁ । କଳିକଜିଆରୁ ଭବିଷ୍ୟତରେ ଅସୁବିଧ ହିଁ ହେବ ।
ଧନୁ-ଆପଣଙ୍କଦିନ ମଙ୍ଗଳମୟହେଉ ପ୍ରେରଣା ହିଁ ଆଜି ଆପଣଙ୍କର ମୂଳ ମନ୍ତ୍ର ଅଟେ । ଆଜି ଆପଣ ନିଜକୁ ସେହି କାମଟି କରିବା କୁ ପ୍ରସ୍ତୁତ କରନ୍ତୁ ଯାହାକୁ ଅନ୍ୟମାନେ ଅସମ୍ଭବ ବୋଲି ମାନନ୍ତି ।
ମକର-ଆପଣଙ୍କଦିନ ମଙ୍ଗଳମୟହେଉ ଆଜି ଆପଣଙ୍କୁ ନିଜର ପାଖାପଖି କିଛି ଲୋକଙ୍କ ଠାରୁ ସାବଧାନ ରହିବା ଆବଶ୍ୟକ ଅଟେ ,କାରଣ ସେମାନେ ଆପଣଙ୍କ ପ୍ରତିଇର୍ଷାଭାବ ରଖନ୍ତି । ଏଭଳି କଲେ ସବୁ କିଛି ଠିକ୍ ରହିବ ।
କୁମ୍ଭ-ଆପଣଙ୍କଦିନ ମଙ୍ଗଳମୟହେଉ ଆପଣ କେତେକପରିସୀମା ପର୍ଯ୍ୟନ୍ତ ଏକ ଭଲ ମନୁଷ୍ୟ ଅଛନ୍ତି କିନ୍ତୁ ଆପଣଙ୍କୁ ଏହି କଥାରେ କୌଣସି ଅନୁମାନ ନାହିଁ କି ଖରାପ ପ୍ରଭାବ ବା ନକାରାତ୍ମକତା କିପରି ଆପଣଙ୍କ ଉପରେ ବୋଝ ହୋଇ ଯାଉଛି ।
ମୀନ-ଆପଣଙ୍କଦିନ ମଙ୍ଗଳମୟହେଉ ଆଜିଆପଣଙ୍କୁ ନିଜର ସାଙ୍ଗମାନଙ୍କ ମଧ୍ୟରେ ଥିବା ସମ୍ପର୍କକୁ ଦେଖିବା ଆବଶ୍ୟକ ଅଟେ । ହୁଏତ ଆପଣଙ୍କମଧ୍ୟରେ ଇର୍ଷା ସୃଷ୍ଟିହେଉଛି ଯାହାକିଆଗକୁ ଯାଇ କ୍ଷତିକାରକ ହୋଇପାରେ!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Leave A Reply

Your email address will not be published.