ଆଜିର ରାଶିଫଳ

ଫେବୃଆରୀମାସ ୦୬ତାରିଖ ୨୦୨୫ମସିହା (ଗୁରୁବାର)ମାଘମାସ-ଶୁକ୍ଳପକ୍ଷ,ତିଥି- ନବମୀ ରାତ୍ରିଘ l୧୧/୦୧ ଗତେ ଦଶମୀ,ନକ୍ଷତ୍ର- କୃର୍ତ୍ତିକା ରାତ୍ରି ଘ୦୮/୧୨ ଗତେ ରୋହିଣୀ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୪/୧୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୮/୨୨, ଯୋଗିନୀ ପୂର୍ବେ ରାତ୍ରି ଘ୧୧/୦୧ ଗତେ ଉତ୍ତରେ,
ନବମୀ ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ବିଛାରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭରାଶିର ଘାତବାର,କାଳବେଳା ଓ ବାରବେଳା – ଦିବା ଘ୦୨/୫୧ ଗତେ ଘ୦୫/୪୦ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ରାତ୍ରି ଘ୧୨/୪୬ ଗତେ ଘ୦୩/୧୭ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୭/୫୮ମଧ୍ୟେ ଓ ଘ୧୧/୧୩ଗତେ ଘ୦୧/୩୪ ମଧ୍ୟେ,ଅଦ୍ୟ ଲାଉ ଭକ୍ଷଣ ନିଷେଧ।
ମେଷ-ଏହି ରାଶିର ଲୋକମାନଙ୍କପାଇଁ ଆଜିିର ଦିନଟି ଶାରୀରିକଅସୁସ୍ଥତା ଦେହ ଓ ମନକୁ ଅବଶ କରିଦେବ । ଚିନ୍ତା ବୃଦ୍ଧିପାଇବ ।ବ୍ୟବସାୟରେ ଲାଭ କମହେବ । ମହିଳା ଓ ଛାତ୍ରଛାତ୍ରୀମାନେ ମାନସୀକ ଯନ୍ତ୍ରଣା ପାଇପାରନ୍ତି ।
ବୃଷ-ଆଜିଦିନଟି କର୍ମକ୍ଷେତ୍ରରେ ଅଧସ୍ତନ କର୍ମଚାରି ଙ୍କର ସପୂର୍ଣ ସହଯୋଗମିଳିବ ।ସାସଂରିକଜିବନ ଆନନ୍ଦ ଭରାରହିବ ।ସ୍ୱାସ୍ଥ୍ୟ ଜନିତ ସମସ୍ୟା ଓ ଅଯଥାବ୍ୟୟ ଦୁରହେବ ।ମହିଳା ଓ ଛାତ୍ରଛାତ୍ରୀମାନେ ମାନସୀକ ସ୍ତରରେ ଖୁସିରେକାଟିବେ ।
ମିଥୁନ-ଏହି ରାଶିର ଲୋକମାନେପାଇଁ ଆଜିିି ବ୍ୟବସାୟରେ ଲାଭବାନହେବେ ।ପାରିବାରିକ ଶାନ୍ତି ମିଳିବ ।କର୍ମକ୍ଷେତ୍ରରେ ନୂତନସୁଯୋଗ ସୃଷ୍ଟି ହୋଇପାରେ ।ମହିଳା ଓ ଛାତ୍ରଛାତ୍ରୀମାନେ ଦିନଟି ଉତ୍ସାହରେ ଅତିବାହିତ କରିବେ ।

କର୍କଟ-ଆଜିିରଦିନଟି ସନ୍ତାନମାନଙ୍କୁ ନେଇ ଗର୍ବ ଅନୁଭବ କରିବେ,ନୂତନବସ୍ତ୍ର ଆଦି ଆଭୁଷଣପ୍ରାପ୍ତି ହେବ । ନୂତନଯୋଜନାରେ ସଫଳ ହେବେ ।ଆର୍ଥିକ ଉନ୍ନତି ବହୁ ପରିମାଣରେ ବୃଦ୍ଧିପାଇବ । ମହିଳା ଓ ଛାତ୍ରୀମାନେ କୌଣସିଦିଗରୁ ପୁରଷ୍କୃତ ହେବେ ।
ସିଂହ-ଆଜିିରଦିନଟି ସମାଜିକ ସ୍ତରରେ ମାନ ସମ୍ମାନ ବୃଦ୍ଧିହେବ ।ଧନ ସଂଚୟପାଇଁ ଦିବସଟି ବେସ ଉତମ । ଚାକିରୀରେ ପଦମର୍ଯ୍ୟଦା ପ୍ରାପ୍ତି ହୋଇପାରେ । ମହିଳ ଓ ଛାତ୍ରମାନେ କର୍ମନିପୂଣ ହେବେ ।
କନ୍ୟା- ଆଜି ମାନସିକଅବସାଦ ମନକୁ ଭାରାକ୍ରାନ୍ତ କରିବ,ଋଣକରିବାର ର୍ଦୁଯୋଗ ରହିବ, ସାଂସାରିକ ଜୀବନକୁନେଇ ଚିନ୍ତିତ ରହିବେ,ରାଜନୈତିକ କ୍ଷେତ୍ରରେ ବହୁସମସ୍ୟା ଦେଖାଦେବ, ମହିଳା ଓ ଛାତ୍ରଛାତ୍ରୀମାନେ ବିସାଦରେଦିନଟି ଅତିବାହିତ କରିବେ ।
ତୁଳା-ଆଜିକର୍ମକ୍ଷେତ୍ରରେ ସତର୍କତା ଅବଲମ୍ବନ କରନ୍ତୁ ନହେଲେ କିଛି କ୍ଷତି ସହିବାକୁ ପଡିପାରେ ଏବଂ ବହୁଦିନରୁ ଲାଗିରହିଥିବା ମାଲିମକୋଦମାର ସମାଧାନ ହେବାର ସମ୍ଭାବନା ଷୃଷ୍ଟି ହେବ, ତଥାପି ରସାୟନ ସମ୍ବନ୍ଧିୟ ବ୍ୟବସାୟୀମାନେ ଶୁଭଫଳ ଅନୁଭବ କରିବେ ।
ବିଛା-ଆଜି ଆଜିରଦିନଟି ବିଳାସ ବେସନରେ ଅତିବାହିତ ହେବା ସଙ୍ଗେସଙ୍ଗେ ଆର୍ଥିକ ବୃଦ୍ଧି ହେବ । ପ୍ରସାଶନିକ ସେବାକ୍ଷେତ୍ରରେ କର୍ମରତମାନେ ଶୁଭଫଳ ଅଧିକପାଇବେ ।ମହିଳାମାନେ ଓ ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ସୁଖୀ ହେବେ ।
ଧନୁ-ଏହି ରାଶିରଲୋକମାନଙ୍କ ପାଇଁ ଆଜିରଦିନଟି ସୁଖ ଓ ଶାନ୍ତିରେ ଅତିବାହିତହେବ ।କର୍ମକ୍ଷେତ୍ରରେ ସାହାଯ୍ୟ ସହଯୋଗମିଳିବ ।ମହିଳା ଓ ଛାତ୍ରଛାତ୍ରୀମାନେ ଉତ୍ସାହରେ ଦିନଟି କାଟିବେ ।
ମକର-ଏହି ରାଶିର ଲୋକମାନଙ୍କ ପାଇଁ ଆଜିିର ଦିନଟି ଶାରୀରିକ ଅସୁସ୍ଥତା ଦେହ ଓ ମନକୁ ଅବଶ କରିଦେବ ।ଚିନ୍ତାଯୋଗୁଁ ରକ୍ତଚାପ ବୃଦ୍ଧି ପାଇବ । ବ୍ୟବସାୟରେ ଲାଭ କମହେବ ।ଅଯଥା ବ୍ଯୟ ଯୋଗ ରହିଛି।
କୁମ୍ଭ-ଆଜି କର୍ମକ୍ଷେତ୍ରରେ ଲାଭ ବୃଦ୍ଧି ପରିଲିକ୍ଷିତ ହେବ ।ବ୍ୟୟଠାରୁ ଆୟ ବଢିବ ତେଣୁ ମାନସିକ ତୃପ୍ତି ବଢିବ ।ସନ୍ତାନମାନଙ୍କ ଶିକ୍ଷାପାଇଁ ଖର୍ଚ୍ଚ ବୃଦ୍ଧି ପରିଲକ୍ଷିତ ହୋଇପାରେ ।ମହିଳାମାନେ ପାରିବାରିକ ପରିବେଶରେ ନିଜକୁ ସ୍ଥିର କରିପାରିବେ ।
ମୀନ-ଆଜି ଦେହମନ ଭଲ ରହିବ, ଉଚ୍ଚସ୍ତରୀୟ ବ୍ୟକ୍ତିଙ୍କ ସାନିଧ୍ୟ ଲାଭକରିବେ । କର୍ମକ୍ଷେତ୍ରରେ ସମସ୍ତ ଦିଗରୁ ସହଯୋଗର ହାତବଢିବ ।ମହିଳାମାନେ ନିଜକୁ ଗୃହ କାର୍ଯ୍ୟରେ ନିମଗ୍ନ ରଖିବେ ଓ ଛାତ୍ରଛାତ୍ରୀମାନେ ବିଦ୍ୟାରେ ସଫଳତା ହାସଲ କରିବେ !!ଜୟ ଜଗନ୍ନାଥ,ଜୟ ସୋମନାଥ,ଜୟ ମା ଯୋଗମାୟା!!

- Advertisement -

Leave A Reply

Your email address will not be published.