ଆଜିଠାରୁ ବାମରା ବନ୍ଦ

0 220

ଭୁବନେଶ୍ୱର,୨୮/୭(ଏସ ଏସ ନିଉଜ)୪ଦଫାଦାବିନେଇ ଆଜିଠାରୁ ବାମରା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରାଯାଇଛି। ବାମରା ମୁକ୍ତିଧାମ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି।
ଯାହାଫଳରେ ଦୋକାନ ବଜାର ବନ୍ଦ ରହିଛି ।ରାସ୍ତା ଅବରୋଧ ସହିତ ଗାଡି ମୋଟର ଚଳାଚଳ ଠପ ହୋଇଯାଇଛି। ଏହି ବନ୍ଦ ଡାକରାରେ ବାମରାର ବିଭିନ୍ନ ସଂଗଠନ ସାମିଲ ହୋଇଛନ୍ତି।

Leave A Reply

Your email address will not be published.